13/06/2026
ବ୍ରହ୍ମପୁର ଓ ଦକ୍ଷିଣ ଓଡିଶା ବିରୋଧୀ ବିଜେଡି ର ଷଡଯନ୍ତ୍ର ଯୋଗୁଁ #ଗୋପାଳପୁର - #ଦିଘା କୋଷ୍ଟାଲ ହାଇୱେ ସମ୍ଭବ ହୋଇ ପାରିଲା ନାହିଁ I ଡବଲ ଇଂଜିନ ବିଜେପି ସରକାର ଏହି ସମସ୍ୟାର ସମାଧାନ କରି କୋଷ୍ଟାଲ ହାଇୱେ ଶୀଘ୍ର ନିର୍ମାଣ କରିବ, ସେହି ବିଶ୍ୱାସ ଥିଲା I
କିନ୍ତୁ #ରାମେଶ୍ୱର ଠାରୁ #ପାରାଦ୍ବୀପ ଘୋଷଣା ଓ ଗୋପାଳପୁର କୁ ବାଦ ଦେବା ପରେ ଏହା ଜନସାଧାରଣଙ୍କୁ ନିରାଶ କରିଛି I
ଆଶା ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi CMO Odisha ଏଥପ୍ରତି ଦୃଷ୍ଟିଦେବେ ଓ ଗୋପାଳପୁର ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କୁ ସଂଯୋଗ କରିବେ 🙏
Nitin Gadkari National Highways Authority of India - NHAI Commerce & Transport Department Government of Odisha