ବଜରଙ୍ଗୀ ଭଗବାନ

Directions Website Contact the business

ବଜରଙ୍ଗୀ ଭଗବାନ Contact information, map and directions, contact form, opening hours, services, ratings, photos, videos and announcements from ବଜରଙ୍ଗୀ ଭଗବାନ, bhadrak, Cuttack.

ବିଶ୍ୱହିନ୍ଦୁ ପରିଷଦର ଯୁବଶକ୍ତି ବଜରଙ୍ଗ ଦଳ 1984 ମସିହା october ମାସ 8 ତାରିଖରେ ଗଠନ କରାଯାଇଥିଲା
jay shree ram 🙏


Only for Blog videos please friends like my page and support me ��।
And follow my page for more�

🎉 Facebook recognized me as a consistent post creator this week!
22/10/2026

🎉 Facebook recognized me as a consistent post creator this week!

ଓଡିଶାରୁ ଗୌ ହତ୍ୟା କେବେ ବନ୍ଧ ହେବ କଣ ଆପଣଙ୍କୁ power ଗଲାପରେ, ସେତେବେଳେ କୁ ଗୋବଂଶ ଲୋପ ପାଇଯାଇଥିବ, ରାତି ଅଧିଆ ଗୋରୁ ମାଫିଆ ମାନେ ପ୍ରଶା...
20/10/2026

ଓଡିଶାରୁ ଗୌ ହତ୍ୟା କେବେ ବନ୍ଧ ହେବ କଣ ଆପଣଙ୍କୁ power ଗଲାପରେ, ସେତେବେଳେ କୁ ଗୋବଂଶ ଲୋପ ପାଇଯାଇଥିବ, ରାତି ଅଧିଆ ଗୋରୁ ମାଫିଆ ମାନେ ପ୍ରଶାସନକୁ ଖୁଲମ ଖୁଲା ଚ୍ୟଲେଞ୍ଜ ଦେଇ tolgate ପାସ କରୁଛନ୍ତି,ଯଦି କେହି ଅଟକେଇବା କୁ ସାହସ କରୁଛନ୍ତି ତାଙ୍କୁ ଗାଡି ଚଢେଇ ମାରିଦେବା ଧମକ ଦେଉଛନ୍ତି, ପ୍ରତ୍ୟକ ଦିନ ବୁଧବାର ରବିବାର କଣ୍ଟେନୋର ଯିବା ଥୟ ଏମିତି ଆଉ କେତେଦିନ ଚାଲିବ ପ୍ରଶାସନକୁ ମୋର ନିବେଦନ ଏହାକୁ ବନ୍ଧ କରନ୍ତୁ ବହୁତ ଶୀଘ୍ର ନଚେତ ଆଗାମୀ ଦିନରେ ବଜରଙ୍ଗ ଦଳ, ଗୌ ରକ୍ଷକ ଭାଇ ମାନେ ରାଜ ରାସ୍ତରେ ଅନଶନରେ ବସିବେ ଯୁବ ସଂଗଠନ
ଭଣ୍ଡାରିପୋଖରୀ ପ୍ରଖଣ୍ଡ 💐
Jay shree ram 🙏

JAY SHREE RAM 🙏ପବିତ୍ର ଦୁର୍ଗାପୂଜା ଅବସରେ ବଜୟୀ ଦଶମୀ ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ...
20/10/2026

JAY SHREE RAM 🙏

ପବିତ୍ର ଦୁର୍ଗାପୂଜା ଅବସରେ ବଜୟୀ ଦଶମୀ ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐
ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କାର୍ଯ୍ୟକର୍ତା କର୍ମୀ ମାନଙ୍କୁ ମୋର ଅଶେଷ ଶୁଭେଚ୍ଛା ଧନ୍ୟବାଦ 🌹
VPH ବିଶ୍ୱହିନ୍ଦୁ ପରିଷଦ ଭଣ୍ଡାରିପୋଖରୀ ପ୍ରଖଣ୍ଡ ♥️

19/10/2026

ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଆପଣ ହିନ୍ଦୀରେ କଣ ପାଇଁ ଶପଥ ଗ୍ରହଣ କରୁଛନ୍ତି❓ଆଜି ଓଡ଼ିଆ ଅସ୍ମିତା ଗଲା କୌଆଡେ ପ୍ରଥମେ ଓଡ଼ିଆକୁ ସମ୍ମାନ ଦିଅନ୍ତୁ 🙏

19/10/2026

ବଡ଼ଚଣା ପୋଲିସଙ୍କୁ ଧନ୍ୟବାଦ 💐5 ଗୌମାତା ଉଦ୍ଧାର ଜଣେ ମୃତ 😔3 ଗୌମାଫିଆ ସହ ଗାଡି ଜବତ 💪
ଭଦ୍ରକରେ ବାସି ଦେଖ ଫୁଲ vdo ଦେଖ ପ୍ରଶାସନ କି ଭଳି କାମ କରୁଛନ୍ତି 👍

18/10/2026

ସବୁ କ୍ଷେତ୍ରରେ ରାଜନୀତି ଭାବୁଛ ନିଜକୁ ଗୋଟେ ବଡ଼ ପଦ ପାଇଛ ଏ ବଡ଼ ପଣିଆ ଭଗବାନ ସହିଲେ ହେଲା ଯଦି ତୁମର ସବୁ କିଛି ସମ୍ଭବ ଆସ ଗାଁ ମାନଙ୍କର ରାତିରେ ଟିକେ ଜଗ ଜଣାପଡିବ କହିବା କରିବା ବହୁତ ପାର୍ଥକ୍ୟ 👍

🌹Jay maa durga 🙏ଦୁର୍ଗାପୂଜା ଉପଲକ୍ଷେ ମୋର ପ୍ରିୟ ଜନ ସାଧାରଣ ଓ ବଜରଙ୍ଗ ଦଳ କର୍ମୀ ମାନଙ୍କୁ ଅନେକ ଅନେକ ଶୁବେଛା ଅଭିନନ୍ଦନ 🙏
18/10/2026

🌹Jay maa durga 🙏

ଦୁର୍ଗାପୂଜା ଉପଲକ୍ଷେ ମୋର ପ୍ରିୟ ଜନ ସାଧାରଣ ଓ ବଜରଙ୍ଗ ଦଳ କର୍ମୀ ମାନଙ୍କୁ ଅନେକ ଅନେକ ଶୁବେଛା ଅଭିନନ୍ଦନ 🙏

17/10/2026

କଲେଜ ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଟ୍ରେଂଣ୍ଡୀ ରେ ଚାଲିଛି ଜବରଦସ୍ତ ଡାଇଲଗ ମୁଁ ମନା କରୁଛି ମୋ ସାଙ୍ଗେ
ଲାଗେନା ଲାଗେନା ଲାଗେନା
ଏବେ ନାମ ନେ...🤣

17/10/2026

ଅଫିସର ମାଗୁଛନ୍ତି ରୀଟିନ 😍

Address

Bhadrak
Cuttack
BHADRAK

Alerts

Be the first to know and let us send you an email when ବଜରଙ୍ଗୀ ଭଗବାନ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ବଜରଙ୍ଗୀ ଭଗବାନ:

Shortcuts

Share