Bhograi Plus

Bhograi Plus ଭୋଗରାଇ ଆମ ବ୍ଲକ୍ ନୁହ, ସେ ଆମ ମା, ଆମ ମା ର ଯତ୍ନ ନବା ଆମ କାମ. Let's make her better

Ratha Yatra 2023 🎆🎉Location:- Deula Market
28/06/2023

Ratha Yatra 2023 🎆🎉

Location:- Deula Market

ଆମ ଭୋଗରାଇ ର ସୋହରିଆ ଗ୍ରାମ ଅନ୍ତର୍ଗତ ଗୋପାଳ ଚନ୍ଦ୍ର ମହାନ୍ତି ଙ୍କ ବାଡ଼ି ରେ ଫୁଟିଛି ଏଇ ବ୍ରହ୍ମକମଳ ଫୁଲ। ଏହାଏକ ଦୁର୍ଲ୍ଲଭ ଓ ବିରଳ ଜାତୀୟ...
13/06/2022

ଆମ ଭୋଗରାଇ ର ସୋହରିଆ ଗ୍ରାମ ଅନ୍ତର୍ଗତ ଗୋପାଳ ଚନ୍ଦ୍ର ମହାନ୍ତି ଙ୍କ ବାଡ଼ି ରେ ଫୁଟିଛି ଏଇ ବ୍ରହ୍ମକମଳ ଫୁଲ। ଏହାଏକ ଦୁର୍ଲ୍ଲଭ ଓ ବିରଳ ଜାତୀୟ ପୁଷ୍ପ।ବ୍ରହ୍ମା ଙ୍କ ମାନସପଟ ସ୍ରୁଷ୍ଟି ହେତୁ ଏହାର ନାମ ବ୍ରହ୍ମକମଳ (ଦେବପୁଷ୍ପ) ବୋଲି କୁହନ୍ତି। ଏହା ସ୍ଵର୍ଗ ର ପୁଷ୍ପ କିନ୍ତୁ ପରବର୍ତ୍ତୀ ସମୟରେ ଏହା ବ୍ରହ୍ମା ଙ୍କ ଇଚ୍ଛା ଅନୁଯାଇ ମର୍ତ୍ତ୍ୟରେ ଦେବତାମାନଙ୍କ ସେବା ପାଇଁ ପ୍ରକଟିତ।ଏହାର ଫୁଟିବା ସମୟ ରେ ଏହାକୁ ଦର୍ଶନ କଲେ ସମସ୍ତ ପ୍ରକାର ମନୋବାଞ୍ଛା ପୂର୍ଣ୍ଣ ହେବା ସହିତ ଗ୍ରହ ରିଷ୍ଟ ଖଣ୍ଡନ ହୁଏ।

ତାଙ୍କ କହିବା ଅନୁସାରେ ଦୀର୍ଘ ୨.୫ ବର୍ଷ ର ସେବା ଯତ୍ନ ପରେ ସ୍ନାନପୂର୍ଣ୍ଣିମା ଅବସରରେ ଫୁଟିଥିବାରୁ ତାଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି।
#ଭୋଗରାଇପ୍ଲସ


Follow us on Instagram for more 👇
https://instagram.com/bhograi__plus?igshid=YmMyMTA2M2Y=

08/05/2022

ମାତୃ ଦିବସ ଅବସରରେ ଏକ ସୁନ୍ଦର ଭିଡ଼ିଓ ଆମ ମାଆ, ବାଶୁଳୀ ମାତାଙ୍କୁ ନେଇ, ଆଶା କରୁଛୁ ସମସ୍ତଙ୍କୁ ଭଲ ଲାଗିବ । ♥️

#ଭୋଗରାଇ #ବାଶୁଳୀମାତା #ଭୋଗରାଇପ୍ଲସ

© Akhay Nandi

06/05/2022

ମୋ ଗାଁ ♥️

Vs

#ଗାଁ #ଗାଁମାଟି #ଭୋଗରାଇ #ଭୋଗରାଇପ୍ଲସ
© Unknown

16/12/2021

ଆଜି ଗୀତା ଜୟନ୍ତୀ ଉପଲକ୍ଷେ ଭୋଗରାଇ ସୋହରିଆ ଗ୍ରାମରେ ଅନୁଷ୍ଠିତ ହୋଇଛି ବିଶ୍ଵ ଶାନ୍ତି ମହାଯଜ୍ଞ ।

#ଭୋଗରାଇ

ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ଜଳେଶ୍ଵରପୁର ଠାରେ ନବ ନିର୍ମିତ ରାମ ମନ୍ଦିର ଉଦଘାଟିତ ହୋଇଯାଇଛି ।
13/12/2021

ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ଜଳେଶ୍ଵରପୁର ଠାରେ ନବ ନିର୍ମିତ ରାମ ମନ୍ଦିର ଉଦଘାଟିତ ହୋଇଯାଇଛି ।

10/12/2021

ଜନସେବା ନା ଜନସେବା ନାଁରେ ନିଜ ପାଣ୍ଠି ବଢା ଯୋଜନା ?

ଆପଣମାନେ ଥରେ ଚିନ୍ତା କରି ଦେଖନ୍ତୁ ଏ ବିଷୟରେ କି ଏମାନେ ଦୁର୍ନୀତି କେମିତି କରନ୍ତି , ଆଉ ପାଞ୍ଚ ବର୍ଷ ଭିତରେ କେମିତି କୋଟିପତି ହୁଅନ୍ତି ଦେଖନ୍ତୁ, ଆଉ ପାଞ୍ଚ ବର୍ଷ ଭିତରେ ପଞ୍ଚାୟତର ଯୋଜନା ସବୁ ଖାଇ ଯାଆନ୍ତି । (ଅବଶ୍ୟ ସମସ୍ତେ ସମାନ ନୁହଁନ୍ତି)

#ସେୟାର କରନ୍ତୁ ଏବଂ ଆପଣଙ୍କର ମୂଲ୍ୟବାନ ଭୋଟ୍ ଖଣ୍ଡିକ ବିକ୍ରି ନ କରି ଉଚିତ୍ ଜନପ୍ରତିନିଧି ଚୟନ କରନ୍ତୁ ।

© News10ଓଡ଼ିଆ

29/11/2021

ଆମ କଲେଜ୍ ♥️

© Biki Creation

24/11/2021

14/10/2021

ଗୁନେଇବସାଣ ଭଞ୍ଜ ଘର ଦୁର୍ଗା ପୂଜା
© Sujit kumar Bhanja

ଆମ ଦୁର୍ଗା ପୂଜା ଏମିତି ହୁଏ ନା ଆଉ... ନା କଣ କହୁଛନ୍ତି ? 😉ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । 💐          ...
13/10/2021

ଆମ ଦୁର୍ଗା ପୂଜା ଏମିତି ହୁଏ ନା ଆଉ... ନା କଣ କହୁଛନ୍ତି ? 😉
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । 💐

Address

ଥାନଛକ, ଭୋଗରାଇ, ବାଲେଶ୍ୱର
Bhograi
756036

Alerts

Be the first to know and let us send you an email when Bhograi Plus posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhograi Plus:

Share