Go Odisha

Go Odisha Gateway to Odisha.

Why Odisha boy Kishore Kumar Jena's throw yesterday is so special ✨ in  ▪️ He qualifies for the Paris Olympics 🔥 ▪️ It's...
05/10/2023

Why Odisha boy Kishore Kumar Jena's throw yesterday is so special ✨ in

▪️ He qualifies for the Paris Olympics 🔥
▪️ It's the second-best throw by an 🇮🇳 ever
▪️ Sixth best throw by an Asian in history 💪🏽
▪️ Only 4cm less than what Neeraj threw to win the Olympic 🥇
▪️ It's his personal best 👏🏽

Congratulations for Silver 🥈

Gujarat-based private fleet operator Chartered Speed is all set to introduce a fleet of 300 intercity buses in Odisha, i...
29/09/2023

Gujarat-based private fleet operator Chartered Speed is all set to introduce a fleet of 300 intercity buses in Odisha, in collaboration with the Orissa State Road Transport Corporation.
This endeavor aims to enhance connectivity across 60 talukas within six districts in southern Odisha.
The inaugural journey kicks off on October 2, 2023, from Malkangiri district.

ସମସ୍ତ ଓଡ଼ିଶାର ଭାଇ ଭଉଣୀ ଙ୍କୁ ନୂଆଖାଇ ଜୁହାର 🙏🏻
20/09/2023

ସମସ୍ତ ଓଡ଼ିଶାର ଭାଇ ଭଉଣୀ ଙ୍କୁ ନୂଆଖାଇ ଜୁହାର 🙏🏻

ଓଡ଼ିଶାର ଐତିହ୍ୟ ଦେଖିଲା ବିଶ୍ବ, ଭାରତ ମଣ୍ଡପମ୍‌ରେ ସ୍ଥାନ ପାଇଲା କୋଣାର୍କ ଚକ୍ର l ସଂସ୍କୃତି ସହ ‘କୋଣାର୍କ ଚକ୍ର’ ଭିତରେ ରହିଛି ବିଜ୍ଞାନର ...
10/09/2023

ଓଡ଼ିଶାର ଐତିହ୍ୟ ଦେଖିଲା ବିଶ୍ବ, ଭାରତ ମଣ୍ଡପମ୍‌ରେ ସ୍ଥାନ ପାଇଲା କୋଣାର୍କ ଚକ୍ର l ସଂସ୍କୃତି ସହ ‘କୋଣାର୍କ ଚକ୍ର’ ଭିତରେ ରହିଛି ବିଜ୍ଞାନର ଭଣ୍ଡାର l

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେ କରିବେ ଫର୍ମ ପୂରଣ ।ଆସନ୍ତା ୧୫ ତାରିଖରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର...
09/09/2023

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେ କରିବେ ଫର୍ମ ପୂରଣ ।

ଆସନ୍ତା ୧୫ ତାରିଖରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଏକ୍ସ ରେଗୁଲାର ପିଲାଙ୍କର ଫର୍ମ ପୂରଣ କରାଯିବ । ଏନେଇ ବିନା ଫାଇନରେ ସେପ୍ଟେମ୍ୱର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ । ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ଫାଇନ ୧୦୦ ଟଙ୍କା ଏବଂ ୫ ଅକ୍ଟୋବର ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଫାଇନ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ରେଗୁଲାର ପିଲାଙ୍କ ପାଇଁ ଫର୍ମପୂରଣ ୨୧ ନଭେମ୍ବର ରୁ ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ବିନା ଫାଇନରେ ୨୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଫର୍ମ ଫିଲଅପ୍ ଚାଲିବ । କିନ୍ତୁ ୧ ଡିସେମ୍ବରରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ୧୦୦ ଟଙ୍କା ଫାଇନ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୪୫୦ ଟଙ୍କା ଫାଇନ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା
06/09/2023

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା

Happy Teacher's Day!
05/09/2023

Happy Teacher's Day!

Address

Bhubaneswar

Alerts

Be the first to know and let us send you an email when Go Odisha posts news and promotions. Your email address will not be used for any other purpose, and you can unsubscribe at any time.

Share