My Bhubaneswar

My Bhubaneswar Bhubaneswar

Bhubaneswar is one of the famed cities of Odisha,it is the capital of the state.

ସଂଗ୍ରାମରେ ନାଶ ହେଲେ ସ୍ୱର୍ଗବାସଜିତିଲେ ଭୋଗ ସଂପରିପଶ୍ଚାତ୍ପଦ ହେଲେ ଅପଯଶ ଲଭିସହଜେ ନରକ ଗତି।
01/04/2024

ସଂଗ୍ରାମରେ ନାଶ ହେଲେ ସ୍ୱର୍ଗବାସ
ଜିତିଲେ ଭୋଗ ସଂପରି
ପଶ୍ଚାତ୍ପଦ ହେଲେ ଅପଯଶ ଲଭି
ସହଜେ ନରକ ଗତି।

ପାତଳ କିନ୍ତୁ ସେ ଉତ୍ତଳ, ଜରାଜୀର୍ଣ୍ନ ମାତ୍ର ସବୁଠାରେ ଉତ୍ତୀର୍ଣ୍ଣ ଜୀବନରେ ଦୁଃଖର କଳା ଛାଇ ମାତ୍ର ସେ କାଳଜୟୀ |
01/04/2024

ପାତଳ କିନ୍ତୁ ସେ ଉତ୍ତଳ, ଜରାଜୀର୍ଣ୍ନ ମାତ୍ର ସବୁଠାରେ ଉତ୍ତୀର୍ଣ୍ଣ ଜୀବନରେ ଦୁଃଖର କଳା ଛାଇ ମାତ୍ର ସେ କାଳଜୟୀ |

ଉତ୍କଳ ଜନନୀ ଅଛନ୍ତି ଚାହିଁକର କିଛି କାର୍ଯ୍ୟ ଲୋକଙ୍କ ପାଇଁଧନେ ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ କିବା ପ୍ରୟୋଜନ ସେହି ଜୀବନେ ।
01/04/2024

ଉତ୍କଳ ଜନନୀ ଅଛନ୍ତି ଚାହିଁ
କର କିଛି କାର୍ଯ୍ୟ ଲୋକଙ୍କ ପାଇଁ
ଧନେ ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧନେ
କିବା ପ୍ରୟୋଜନ ସେହି ଜୀବନେ ।

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି |
31/03/2024

ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଯୋଶୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି |

ଧାରେ ଶବ୍ଦରେ ଜୀବନ ଧାରେ ଶବ୍ଦରେ ମୃତ୍ୟୁ କେତେ ଶୀଘ୍ର ବଦଳିଯାଏଜୀବନର ଋତୁ...!!
31/03/2024

ଧାରେ ଶବ୍ଦରେ ଜୀବନ
ଧାରେ ଶବ୍ଦରେ ମୃତ୍ୟୁ
କେତେ ଶୀଘ୍ର ବଦଳିଯାଏ
ଜୀବନର ଋତୁ...!!

ଦାରିଦ୍ର୍ୟତା କୌଣସି ଦୁର୍ଘଟଣା ନୁହଁ ଦାସତ୍ବ ଏବଂ ବର୍ଣ୍ଣବୈଷମ୍ୟ ଭଳି ଏହା ମଧ୍ୟ ମନୁଷ୍ୟକୃତ । ଏହାର ଦୂରୀକରଣ ମଧ୍ୟ ମନୁଷ୍ୟର କାର୍ଯ୍ୟାନୁଷ୍ଠ...
31/03/2024

ଦାରିଦ୍ର୍ୟତା କୌଣସି ଦୁର୍ଘଟଣା ନୁହଁ ଦାସତ୍ବ ଏବଂ ବର୍ଣ୍ଣବୈଷମ୍ୟ ଭଳି ଏହା ମଧ୍ୟ ମନୁଷ୍ୟକୃତ । ଏହାର ଦୂରୀକରଣ ମଧ୍ୟ ମନୁଷ୍ୟର କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭରଶୀଳ |

କାହା ପାଇଁ ଈର୍ଷା ନାହିଁ ନାହିଁ କାହାସହ କିଛି ଦ୍ବନ୍ଦ,ନିଜ ଲକ୍ଷ୍ୟରେ ନିଜେ ପହଞ୍ଚିବା ଏହା ହିଁ ଜୀବନ ଯୁଦ୍ଧ ।
30/03/2024

କାହା ପାଇଁ ଈର୍ଷା ନାହିଁ ନାହିଁ
କାହାସହ କିଛି ଦ୍ବନ୍ଦ,
ନିଜ ଲକ୍ଷ୍ୟରେ ନିଜେ ପହଞ୍ଚିବା
ଏହା ହିଁ ଜୀବନ ଯୁଦ୍ଧ ।

ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତେବେ, ତୁମକୁ ସେଇ ସବୁ ଜିନିଷ ଛାଡିବାକୁ ପଡିବ,ଯାହା ତୁମକୁ ତଳକୁ ଟାଣୁଛି I
30/03/2024

ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତେବେ, ତୁମକୁ ସେଇ ସବୁ ଜିନିଷ ଛାଡିବାକୁ ପଡିବ,
ଯାହା ତୁମକୁ ତଳକୁ ଟାଣୁଛି I

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକ...
30/03/2024

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ |

ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, ହେଲେ ତୁମର ଅଭ୍ୟାସକୁ ବଦଳାଇ ପାରିବ, ଆଉ ତୁମର ଅଭ୍ୟାସ ଦିନେତୁମର ଭବିଷ୍ୟତ ବଦଳେଇ ଦେବ ।
30/03/2024

ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, ହେଲେ ତୁମର ଅଭ୍ୟାସକୁ ବଦଳାଇ ପାରିବ,
ଆଉ ତୁମର ଅଭ୍ୟାସ ଦିନେ
ତୁମର ଭବିଷ୍ୟତ ବଦଳେଇ ଦେବ ।

ଯଦି ତୁମେ ସେତେବେଳେ ହସିପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗିପଡ଼ିଛ, ତେବେ ମନେରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇପାରିବା ।
29/03/2024

ଯଦି ତୁମେ ସେତେବେଳେ ହସିପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗିପଡ଼ିଛ, ତେବେ ମନେରଖ ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇପାରିବା ।

ଏ ହାତର ପାପ ଯଦି ସେ ହାତ ନ ନବ, କାହାକୁ ଭରସା କରି ଅଛି କିବା ଲାଭ ।
29/03/2024

ଏ ହାତର ପାପ ଯଦି ସେ ହାତ ନ ନବ, କାହାକୁ ଭରସା କରି ଅଛି କିବା ଲାଭ ।

Address

Bhubaneswar
750017

Website

Alerts

Be the first to know and let us send you an email when My Bhubaneswar posts news and promotions. Your email address will not be used for any other purpose, and you can unsubscribe at any time.

Share