05/05/2020
ପିଲା_ବେଳ_ଚିନ୍ତା
✓ବେଙ୍ଗ ମାରିଲେ କାଲା ହେବ । 🐸
✓ମୁଣ୍ଡରେ ମୁଣ୍ଡ ଥରେ ବାଜିଗଲେ ଶିଙ୍ଗ ଉଠିବ 😂😂
✓ପିମ୍ପୁଡ଼ି ଖାଇଦେଲେ ନଈ ପହଁରିବ ।😍
✓କୁମ୍ଭାଟୁଆ ଦେଖିଲେ ମାଡ଼ ଖାଇବ ।
✓ସକାଳୁ ଉଠି ମୁହଁ ନ ଧୋଇଲେ ଚୁଲି ଜଳିବନି।
✓ଖରା ସାଙ୍ଗରେ ବର୍ଷା ହେଲେ ବିଲୁଆ ପୁଅର ବାହାଘର ହଉଛି
✓ମଞ୍ଜି ଖାଇଦେଲେ ପେଟ ରେ ଗଛ ଉଠିବ।
✓ନେଉଳ ଦେଖି ସ୍କୁଲ ଗଲେ ମାଡ ହେବନି
✓ନାଗ ସାପ କୁ ମାରିଲେ ସେ ଆଖିରେ ଫୋଟୋ ଉଠେଇ ଦେଇଥାଏ। ନାଗୁଣି ଆସି ବଦଲା ନେବ।
✓କଂକି ଧରଣ ମା ମରଣ
😁😁😁😁😁