Odisha Tour

Odisha Tour Odisha Tour by mahibe official

ପୁରୁଣାକଟକ ରେଳ ଷ୍ଟେସନ ରେ ଏମିତି ଲାଗିଥିଲା ସି.ଆର.ଏସ ପାଇଁ ଆସିଥିବା ଟ୍ରେନ
05/06/2026

ପୁରୁଣାକଟକ ରେଳ ଷ୍ଟେସନ ରେ ଏମିତି ଲାଗିଥିଲା ସି.ଆର.ଏସ ପାଇଁ ଆସିଥିବା ଟ୍ରେନ

ଖୁବ ଶୀଘ୍ର ହୋଇପାରେ ଚାରିଛକ ରେଳ ଷ୍ଟେସନ ପର୍ଯ୍ୟନ୍ତ ସି.ଆର.ଏସ !
05/06/2026

ଖୁବ ଶୀଘ୍ର ହୋଇପାରେ ଚାରିଛକ ରେଳ ଷ୍ଟେସନ ପର୍ଯ୍ୟନ୍ତ ସି.ଆର.ଏସ !

 ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର  #ପୁରୁଣାକଟକ ଓ  #ଚାରିଛକ ରେଳ ଷ୍ଟେସନ ମଧ୍ୟରେ ଥିବା  #କରଞ୍ଜକଟା ଠାରେ ଏମିତି ଚାଲିଛି ସୁଉଚ  #ରେଳବ୍ରିଜ ...
04/06/2026

ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର #ପୁରୁଣାକଟକ ଓ #ଚାରିଛକ ରେଳ ଷ୍ଟେସନ ମଧ୍ୟରେ ଥିବା #କରଞ୍ଜକଟା ଠାରେ ଏମିତି ଚାଲିଛି ସୁଉଚ #ରେଳବ୍ରିଜ ବା #ଭାୟାଡକ୍ଟ କାମ, ଦେଖନ୍ତୁ ତାର କିଛି ଝଲକ

ବୌଦ୍ଧ ଜିଲ୍ଲାରେ ହେବାକୁ ଥିବା ନନ୍ଦନବନ ପ୍ରକଳ୍ପର ତୁରନ୍ତ କାର୍ଯ୍ୟ ଆରମ୍ଭ ହେବା ଦରକାର ?
04/06/2026

ବୌଦ୍ଧ ଜିଲ୍ଲାରେ ହେବାକୁ ଥିବା ନନ୍ଦନବନ ପ୍ରକଳ୍ପର ତୁରନ୍ତ କାର୍ଯ୍ୟ ଆରମ୍ଭ ହେବା ଦରକାର ?

କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟରେ ଥବା ଗୁଦାରୀ ଏୟାର ଷ୍ଟ୍ରିପ ରୁ ନିୟମିତ ପ୍ଲେନ ଚଳାଚଳ ଆରମ୍ଭ କରିବା ଦରକାର କି ?
04/06/2026

କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟରେ ଥବା ଗୁଦାରୀ ଏୟାର ଷ୍ଟ୍ରିପ ରୁ ନିୟମିତ ପ୍ଲେନ ଚଳାଚଳ ଆରମ୍ଭ କରିବା ଦରକାର କି ?

ରେଳ ସୁଡ଼ଙ୍ଗ ଆଗରେ ଏମିତି ଚାଲିଛି କାମ
04/06/2026

ରେଳ ସୁଡ଼ଙ୍ଗ ଆଗରେ ଏମିତି ଚାଲିଛି କାମ

Address

BOUDH
Boudh
762023

Telephone

+919437328794

Website

Alerts

Be the first to know and let us send you an email when Odisha Tour posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Tour:

Share

Category