Ganjam Calling

Ganjam Calling Explore the best travel destinations, festivals and culture of Ganjam distrtict.

(1)

23/03/2026
ଜୟ ମା ତାରାତାରିଣୀ
20/03/2026

ଜୟ ମା ତାରାତାରିଣୀ

ମାଁ ତାରା ତାରିଣୀଙ୍କ ପ୍ରଥମ ଚୈତ୍ର ମଙ୍ଗଳବାର ଯାତ୍ରା #ଗଞ୍ଜାମ    #ଓଡ଼ିଶା
10/03/2026

ମାଁ ତାରା ତାରିଣୀଙ୍କ ପ୍ରଥମ ଚୈତ୍ର ମଙ୍ଗଳବାର ଯାତ୍ରା
#ଗଞ୍ଜାମ #ଓଡ଼ିଶା

18/02/2026

ଖଣିର ହାଲଚାଲ🌾

ଟିକେ ଆଗରୁ ଖବର ଆସି ପହଞ୍ଚିଲା “ତିନି ଶଗଡ଼ ଚାଉଳ ପଡ଼ି ଖଣି ମୁଦ ହେଇଗଲା l”

-ହେଇଗଲା, ଯାହା ହଉ l

ଏବର୍ଷ ଶାମା ମସୁରୀ, ମାଛକଣ୍ଟା, ଆର୍ଜେଲି, କାଶ୍ମୀର କେଶରୀ ଭଳି ଚାଉଳ ଖଣିରେ ପଡ଼ିଚି l ବଡ଼ ପଡ଼ିକି ଠିକଣା ଭାବେ ମଇ, ଚିତି, ନଡ଼ା ଦିଆ ହେଇଚି l ମାଟି ବୋଳା ସରିଛି l ପଅରଦିନ ଆଡ଼କୁ ଗୋବର ଲିପା ହେବ l

ଖଣିର ହାଲଚାଲ୍ ଠିକ୍ ଅଛି l ଖଣିପକା ଉଆ ଏଇଠୁ ବାହାରିବେ l କୁ ଏଇ ଖଣିରୁ ଚାଉଳ ଆଇବେ l

ଚଷା ଘର କାହା ମୁହଁରୁ “ଗୋସେଇଁ ମାହାପୁରୁ, ଏଇଲାଗେ ଖଣିର ପାଇଟିପତର ସବୁ ସରିଲା” ବୋଲି ଶୁଣିଦେଲେ ଆଉ ଚାଉଳ ଖଣିର ଡୁମଟାକୁ ଦେଖି ଦେଲେ ପେଟ ଭର୍ତ୍ତି ହେଇଗଲା ଭଳି ଲାଗେ l ଅନ୍ନଦାତାଙ୍କ ନିକଟରେ କୃତଜ୍ଞ l

ଆଜିକାଲି ଖଣି ବିରଳ l ଗଞ୍ଜାମକୁ ଛାଡ଼ି ଦେଲେ ଅନ୍ୟ କୋଉଠି ଖଣି ଦେଖି ନାହିଁ l ହଁ, ଗଞ୍ଜାମରେ ମଧ୍ୟ ଆଗ ଭଳି ଆଉ ଖଣି ପକା ହଉନି ବୋଲି କହିଲେ ଚଳେ l କଂକ୍ରିଟାୟନ ସଭ୍ୟତା, ବ୍ୟବସ୍ଥାର କର୍ମକୋଢ଼ିଆ ନୀତି ସବୁ କିଛିକୁ ଯେତେବେଳେ ଧ୍ବଂସ କରିଦେଲାଣି, ସେତେବେଳେ ଏ ଚାଉଳ ଖଣି ବର୍ତ୍ତିବ ବା କେମିତି ?

ଆପଣଙ୍କ ଅଞ୍ଚଳରେ ଖଣି ପଡ଼େ କି ?

ପିଢ଼ା ହୋଟେଲ ବ୍ରହ୍ମପୁର
01/02/2026

ପିଢ଼ା ହୋଟେଲ ବ୍ରହ୍ମପୁର

ROUTE CHART AND PARKING FOR TWO WHEELERS AND FOUR WHEELERS AT GOPALPUR BEACH FESTIVAL 2026ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬...
27/01/2026

ROUTE CHART AND PARKING FOR TWO WHEELERS AND FOUR WHEELERS AT GOPALPUR BEACH FESTIVAL 2026

ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬
୨୭ ଜାନୁୟାରୀ
ସଙ୍ଗୀତ ଦୁନିଆର ସେନସେସନ୍ B Praak, Saswat ଯୋଶୀଙ୍କ ଓଡ଼ିଶୀ ନୃତ୍ୟ ସାଙ୍ଗକୁ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଏବଂ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସ୍ୱରରେ ଝୁମିବ ଗୋପାଳପୁର

୨୮ ଜାନୁୟାରୀ
ସୁୁମଧୁର ଭକ୍ତି ସଙ୍ଗୀତ ଓ ଲୋକଗୀତର ଯାଦୁ ନେଇ ଆସୁଛନ୍ତି Maithili Thakur।ତାଙ୍କ ସହ ମଞ୍ଚ ଦୁଲୁକାଇବେ
 ‘Naatu Naatu’ ଫେମ୍ Rahul Sipligunj, ଶଶାଙ୍କ ଶେଖର ଏବଂ ସୋହିନୀ ମିଶ୍ର

୨୯ ଜାନୁୟାରୀ
(Mega Ollywood Star Night): ଓଲିଉଡର ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଉଷସୀ ମିଶ୍ର, ଅରିନ୍ଦମ, ସୂର୍ଯ୍ୟମୟୀ ଏବଂ ଶୁଭାଶିଷ ଶର୍ମାଙ୍କ ଭଳି ଓଲିଉଡ଼ର ଆଗଧାଡିର ସେଲିବ୍ରିଟି ସହ ଏକ ଧମାକେଦାର ସନ୍ଧ୍ୟା

୩୦ ଜାନୁୟାରୀ (Grand Finale)
ସୁଫି ସମ୍ରାଟ Kailash Kher ଓ Kailasa Band ଏବଂ ଓଡ଼ିଶାର ଗର୍ବ ଋତୁରାଜ ମହାନ୍ତି ଓ ବର୍ଣ୍ଣାଳୀ ହୋତାଙ୍କ ସହ ମହୋତ୍ସବର ଭବ୍ୟ ସମାପନ

କେବଳ ଏତିକି ନୁହେଁ, ପ୍ରତିଦିନ ରହିଛି ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଜାତୀୟ ସ୍ତରର ପଲ୍ଲୀଶ୍ରୀ ମେଳାରେ କିଣାକିଣି ସହ ସୁଆଦିଆ ଖାଦ୍ୟର ମଜା ନିଅନ୍ତୁ। ଆଉ ଦେଖନ୍ତୁ ସମୁଦ୍ର ଆଳତି, ଆକାଶଛୁଆଁ Kite Festival, ଏବଂ ଆଖିଝଲସା Laser Show!

ତେବେ ଅପେକ୍ଷା କାହିଁକି?
📅 ୨୭ ରୁ ୩୦ ଜାନୁୟାରୀ
📍 ଗୋପାଳପୁର ବେଳାଭୂମି
ଆସନ୍ତୁ, ସାଥୀ ହୋଇ ଉପଭୋଗ କରିବା ଓଡ଼ିଶାର ଏହି ଭବ୍ୟ ମହୋତ୍ସବ
See you all at Gopalpur Beach Festival 2026

20/01/2026
16/01/2026

From 27th to 30th January

Address

Chatrapur
761020

Website

Alerts

Be the first to know and let us send you an email when Ganjam Calling posts news and promotions. Your email address will not be used for any other purpose, and you can unsubscribe at any time.

Share