PC-Priyansu Communication

PC-Priyansu Communication Contact information, map and directions, contact form, opening hours, services, ratings, photos, videos and announcements from PC-Priyansu Communication, Tour Agency, At/Po-Patpur, Ps-Salipur, Cuttack.

ସବୁବେଳେ ଗୋଟିଏ କଥା ମନେ ରଖିଥିବେମଣିଷର ମିଛ ଅଭିନୟ ବିଷ ଠାରୁ ବି ଅଧିକ ବିଷାକ୍ତ।ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ହ...
23/06/2020

ସବୁବେଳେ ଗୋଟିଏ କଥା ମନେ ରଖିଥିବେ
ମଣିଷର ମିଛ ଅଭିନୟ ବିଷ ଠାରୁ ବି ଅଧିକ ବିଷାକ୍ତ।
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ...
"ଜୟ ଜଗନ୍ନାଥ"

ବିଶ୍ୱାସ ଏବଂ ପ୍ରାର୍ଥନା କେବେ ଦେଖା ଯାଏ ନାହିଁ କିନ୍ତୁ ଅସମ୍ଭବ କୁ ସମ୍ଭବ କରିଦିଏ।ଓଡ଼ିଆ ନବବର୍ଷ ଏବଂ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ହା...
13/04/2020

ବିଶ୍ୱାସ ଏବଂ ପ୍ରାର୍ଥନା କେବେ ଦେଖା ଯାଏ ନାହିଁ କିନ୍ତୁ ଅସମ୍ଭବ କୁ ସମ୍ଭବ କରିଦିଏ।
ଓଡ଼ିଆ ନବବର୍ଷ ଏବଂ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ହାର୍ଦ୍ଧିକ ଅଭିନନ୍ଦନ...
"ଜୟ ଜଗନ୍ନାଥ"

ସଫଳତାର ମାତ୍ର କେଇଟା ପାହାଚ ଚଢ଼ି ଅତୀତକୁ ଭୁଲି ଅହଙ୍କାର ପାହାଡ଼ ଉପରେ ଠିଆ ହୋଇ ଅନ୍ୟର ଉଚ୍ଚତା ମାପିବା କେବଳ ଅଜ୍ଞାନତାର ପରିଚୟ।ପବିତ୍ର ଶ୍...
02/04/2020

ସଫଳତାର ମାତ୍ର କେଇଟା ପାହାଚ ଚଢ଼ି ଅତୀତକୁ ଭୁଲି ଅହଙ୍କାର ପାହାଡ଼ ଉପରେ ଠିଆ ହୋଇ ଅନ୍ୟର ଉଚ୍ଚତା ମାପିବା କେବଳ ଅଜ୍ଞାନତାର ପରିଚୟ।
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଆପଣଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ।🙏🙏
"ଜୟ ଜଗନ୍ନାଥ"

ଆ.. କା... ମା... ବୈପାନ ଗୁଆ ଥୋଇ.... କାର୍ତିକ ପୁର୍ଣିମାର ଶୁଭ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ଓଡ଼ିଶାର ଗୌରବମୟ ନୌବାଣିଜ୍ୟିକ ଐତିହ୍ୟ...
12/11/2019

ଆ.. କା... ମା... ବୈ
ପାନ ଗୁଆ ଥୋଇ....

କାର୍ତିକ ପୁର୍ଣିମାର ଶୁଭ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ଓଡ଼ିଶାର ଗୌରବମୟ ନୌବାଣିଜ୍ୟିକ ଐତିହ୍ୟ ଆମକୁ ଯୁଗ ଯୁଗକୁ ପ୍ରେରଣା ଦେଉଥିବ। ଓଡ଼ିଆ ସାଧବ ପୁଅର ଗୌରବ ଗାଥା ସ୍ମରଣ କରି ଆସନ୍ତୁ ନୂଆ ଓ ବିକଶିତ ଓଡିଶା ଗଢ଼ିବା।

ଶୁଭ ଦୀପାବଳୀ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ।ମା ତୁମକୁ ଓ ତୁମ ପରିବାରର ସମସ୍ତ ସଦସ୍ୟ ଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ଏତିକି ମୋର ମା ...
26/10/2019

ଶୁଭ ଦୀପାବଳୀ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ।ମା ତୁମକୁ ଓ ତୁମ ପରିବାରର ସମସ୍ତ ସଦସ୍ୟ ଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ଏତିକି ମୋର ମା ଙ୍କ ପାଖରେ ପ୍ରାର୍ଥନା କରୁଛି।
🙏ଜୟ ଜଗନ୍ନାଥ 🙏

ଭାରତ ର ପୂର୍ବତନ ରାଷ୍ଟ୍ରପତି, ମିଶାଇଲ ମ୍ୟାନ, ଭାରତ ରତ୍ନ, ମହମାନବ  *ଡ଼କ୍ଟର ଏ.ପି.ଜେ ଅବଦୁଲ କଲାମ* ଙ୍କ ଜନ୍ମ ଦିବସ ଅବସରରେ ଭକ୍ତିପୁତ ଶ୍...
15/10/2019

ଭାରତ ର ପୂର୍ବତନ ରାଷ୍ଟ୍ରପତି, ମିଶାଇଲ ମ୍ୟାନ, ଭାରତ ରତ୍ନ, ମହମାନବ *ଡ଼କ୍ଟର ଏ.ପି.ଜେ ଅବଦୁଲ କଲାମ* ଙ୍କ ଜନ୍ମ ଦିବସ ଅବସରରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି💐 ଞ୍ଜାପନ କରୁଛି।_ 🇮🇳🙏🏻

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
13/10/2019

ପବିତ୍ର ଗଜଲକ୍ଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

" ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ "*ଶାରଦୀୟ ଦୁର୍ଗା ପୂଜାର* ଶୁଭ ଅବସରରେ ଆପଣଙ୍କ...
06/10/2019

" ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ "
*ଶାରଦୀୟ ଦୁର୍ଗା ପୂଜାର* ଶୁଭ ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ..

ପବିତ୍ର ଗଣେଷ ପୂଜା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ lସକଳ ବିଗ୍ନକୁ ନାଶ କରି ,ବିଦ୍ୟା,ବୁଦ୍ଧି,ସିଦ୍ଧି, ସମୃଦ୍ଧି ଓ ସୌଭା...
02/09/2019

ପବିତ୍ର ଗଣେଷ ପୂଜା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l
ସକଳ ବିଗ୍ନକୁ ନାଶ କରି ,
ବିଦ୍ୟା,ବୁଦ୍ଧି,ସିଦ୍ଧି, ସମୃଦ୍ଧି ଓ ସୌଭାଗ୍ୟର ଅଧିକାରୀ କରନ୍ତୁ ଏହା ହିଁ କାମନା ଶ୍ରୀ ଗଜାନନଙ୍କ ପାଖରେ ପାର୍ଥନା 🙏

ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ। ଭଗବାନଙ୍କ କୃପାରୁ ସମସ୍ତେ ସୁଖଶାନ୍ତିରେ ରୁହନ୍ତୁ, ଆମ ଦେଶ, ରାଜ୍ୟ ସମୃଦ୍ଧିଶାଳୀ ହେଉ, ବିଶ...
23/08/2019

ସମସ୍ତଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ। ଭଗବାନଙ୍କ କୃପାରୁ ସମସ୍ତେ ସୁଖଶାନ୍ତିରେ ରୁହନ୍ତୁ, ଆମ ଦେଶ, ରାଜ୍ୟ ସମୃଦ୍ଧିଶାଳୀ ହେଉ, ବିଶ୍ଵର ମଙ୍ଗଳ ହେଉ। 🙏🙏
babu


#जन्माष्टमी #ଜନ୍ମାଷ୍ଟମୀ

Address

At/Po-Patpur, Ps-Salipur
Cuttack
754202

Website

Alerts

Be the first to know and let us send you an email when PC-Priyansu Communication posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category