Rautara - ରାଉତରା ଗ୍ରାମ

Rautara - ରାଉତରା ଗ୍ରାମ Rautara is a small & beautiful village in Jajpur District of Odisha State, India. Rautara Pin code is 755004 and Postal head office is Binjharpur . Pry.

Rautara is located 15 KM towards South from District head quarters Jajpur. 2 KM from Binjharpur. 110 KM from State Capital Bhubaneswar and 90 KM From Silver City Cuttack. Demographics of Rautara:
Odia / Oriya is the Local Language here. Politics in Rautara:
BJD is the major political party in this area. Polling Stations / Booths near Rautara
1) Baniapal U.g.m.e. School Baniapal
2) Radhabalabha Pr

o. School
3) Banapur Pry.school
4) Gayadhara Nodal U.P. School, Ramachandrapur
5) Bitana Primay School

Colleges near Rautara:
1) B.S. College Sayedpur
Address: Sayedpur, Jajpur.

2) Baruneswar MahaVidyalaya. Address: Baruneswar, Jajpur.

3) Junabhadra College
Address: Bitana, Pritipur, Jajpur.

4) Kharasrota Mahavidyalaya
Address : K.S College, Singhpur.

5) GC College, Bari. Ratalanga ( 3 KM ) , Udayanathpur ( 3 KM ) , Cvhikana ( 5 KM ) , Ranapur ( 5 KM ) , Arei ( 5 KM ) are the nearby Villages to Routara. Routara is surrounded by Bari Tehsil towards South , Dasarathapur Tehsil towards North , Jajpur Tehsil towards North , Jajapur Tehsil towards North . Schools in Rautara:
1) Rautara J.B Primary School.
2) Rautara High School.
3) Krupasindhu Bidya Bhaban, Bari.

13/04/2026
Jay Bajrangbali ... 🙏
13/04/2026

Jay Bajrangbali ... 🙏

Hanuman Jayanti ...
13/04/2026

Hanuman Jayanti ...

ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ନିମନ୍ତ୍ରଣ 🙏
12/04/2026

ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତିର ସ୍ୱତନ୍ତ୍ର ନିମନ୍ତ୍ରଣ 🙏

ଆମ ଗ୍ରାମର ସମସ୍ତଙ୍କ ଅତି ପ୍ରିୟ ଦାସିଆ ସାଆନ୍ତ ଙ୍କ ଆଜି ବିୟୋଗ ଘଟିଛି..ଅମର ଆତ୍ମାର ସଦ୍ଗତି କାମନା କରୁଛି..ବହୁତ ଦିନରୁ ସେ ଅସୁସ୍ଥ ଥିଲେ....
30/03/2026

ଆମ ଗ୍ରାମର ସମସ୍ତଙ୍କ ଅତି ପ୍ରିୟ ଦାସିଆ ସାଆନ୍ତ ଙ୍କ ଆଜି ବିୟୋଗ ଘଟିଛି..ଅମର ଆତ୍ମାର ସଦ୍ଗତି କାମନା କରୁଛି..ବହୁତ ଦିନରୁ ସେ ଅସୁସ୍ଥ ଥିଲେ..

ରାମ ନବମୀ ୨୦୨୬ଶ୍ରୀ ରାମ ରାମ ରାମେତି , ରାମେ ରାମେ ମନୋରମେ ସହସ୍ର ନାମ ତତ୍ତୁଲ୍ୟଂ , ରାମନାମ ବାରାନନେ  ।।
27/03/2026

ରାମ ନବମୀ ୨୦୨୬
ଶ୍ରୀ ରାମ ରାମ ରାମେତି , ରାମେ ରାମେ ମନୋରମେ
ସହସ୍ର ନାମ ତତ୍ତୁଲ୍ୟଂ , ରାମନାମ ବାରାନନେ ।।

We are overjoyed to invite all of you .... 🙏जय श्री राम 🚩
26/03/2026

We are overjoyed to invite all of you .... 🙏
जय श्री राम 🚩

20/03/2026

ଦହି ପଖାଳର ନିଆରା ସ୍ଵାଦ,
ଭୁଲାଇ ଦିଏ ସେ ସବୁ ବିଷାଦ।
ବଡ଼ି ଚୁରା ଆଉ ଲେମ୍ବୁର ଚିପା,
ଓଡ଼ିଆ ରୁଚିର ଅସଲ ଛାପା।।
ଛପନ ଭୋଗରେ ମନ ନ ଥାଏ,
ପଖାଳ ପାଇଲେ ତୃପ୍ତି ମିଳଇ।
ଆମ ସଂସ୍କୃତିର ସେ ଅମୂଲ୍ୟ ନିଧି,
ଓଡ଼ିଆ ଜୀବନର ଅସଲ ବିଧି।।

#ପଖାଳ_ଦିବସ

18/03/2026

ଯାଜପୁର ର ବୈତରଣୀ ଦଶାଶ୍ବମେଧ ଘାଟ ଆଳତି ।।

16/03/2026

ଚାଳ ଘର ଯାହା ଏବେ ଦେଖିବାକୁ କ୍ଵଚିତ ମିଳୁଛି।
🛖🛖🛖🛖🛖🛖🛖🛖
ନଡ଼ା ଛପର ସେ ସୁନ୍ଦର ଘର,
ମାଟି କାନ୍ଥେ ଚିତା ଦିଶେ ମନୋହର।
ଖରା ବରଷାରେ ସିଏ ଆମ ସାଥୀ,
ଶାନ୍ତିରେ ଶୋଇଲେ କଟିଯାଏ ରାତି।
କାଉ କା କା କରେ ଚାଳର ଉପରେ,
ପାରା ବସା ବାନ୍ଧେ କାନ୍ଥର କୋଣରେ।
ଖରା ଦିନେ ସିଏ ଦିଏ ଶୀତଳତା,
ମନେ ପଡ଼ିଯାଏ ପୁରୁଣା ସେ କଥା।

Address

Rautara
Jajpur
755004

Alerts

Be the first to know and let us send you an email when Rautara - ରାଉତରା ଗ୍ରାମ posts news and promotions. Your email address will not be used for any other purpose, and you can unsubscribe at any time.

Share