Incredible Mayurbhanj

Incredible Mayurbhanj Contact information, map and directions, contact form, opening hours, services, ratings, photos, videos and announcements from Incredible Mayurbhanj, Tourist Information Center, baripada, Mayurbhanj.

If once you come to MAYURBHANJ you will lost Yourself within the unforgettable history, glory of nature's beauty and it's art and culture....

WELCOME TO OUR LAND MAYURBHANJ

31/07/2022
https://youtu.be/UIxEsoFFtKALink ଟିକୁ Click କରନ୍ତୁ ଓ ଦେଖନ୍ତୁ  #ମୟୂରଭଞ୍ଜର_କେବେ_ଶୁଣିନଥିବା_ପର୍ଯ୍ୟଟନ_ସ୍ଥଳୀ  #ସାତଭଉଣୀ_କୁଣ୍ଡ ସ...
12/06/2022

https://youtu.be/UIxEsoFFtKA

Link ଟିକୁ Click କରନ୍ତୁ ଓ ଦେଖନ୍ତୁ #ମୟୂରଭଞ୍ଜର_କେବେ_ଶୁଣିନଥିବା_ପର୍ଯ୍ୟଟନ_ସ୍ଥଳୀ #ସାତଭଉଣୀ_କୁଣ୍ଡ ସମ୍ପର୍କୀତ ଏପିସୋଡ।

Watch,Comment & Share

Log jab puchte hain kahan se hain aap?Hum v muskurate hue jawab dete hain, Ji   se hain humm ❤️❤️❤️  Mayurbhanj Mirror
10/05/2022

Log jab puchte hain kahan se hain aap?
Hum v muskurate hue jawab dete hain, Ji se hain humm ❤️❤️❤️


Mayurbhanj Mirror

 #ପେଡାଗଡି_ଗ୍ରାମରେ_ଅବସ୍ଥିତ_ମା_ଭିମେଶ୍ଵରୀ କପ୍ତିପଦା ବ୍ଳକ ଅନ୍ତର୍ଗତ ପେଡାଗଡି ଗାଁ ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପ୍ରମୁଖ ପ୍ରାଚୀନ କିର୍ତିର...
26/04/2022

#ପେଡାଗଡି_ଗ୍ରାମରେ_ଅବସ୍ଥିତ_ମା_ଭିମେଶ୍ଵରୀ

କପ୍ତିପଦା ବ୍ଳକ ଅନ୍ତର୍ଗତ ପେଡାଗଡି ଗାଁ ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପ୍ରମୁଖ ପ୍ରାଚୀନ କିର୍ତିରାଜି ଅଞ୍ଚଳ ଭାବରେ ପରିଚିତ। ଏହି ଗାଁ ଦେଇ ବହିଯାଇଥିବା କାଳ ନଦୀ କୂଳରେ ବହୁ ପ୍ରାଚୀନ ମୁର୍ତ୍ତି ଓ କିର୍ତିରାଜି ଦେଖିବାକୁ ମିଳିଥାଏ।ଏହା ଭିମେଶ୍ଵରୀ ପିଠ ଭାବରେ ପରିଚିତ। ଏହା ଏକ ପ୍ରାଚୀନ ତନ୍ତ୍ର ପିଠ ଭାବେ ପରିଚିତ। ଏହା ଏକ ପ୍ରାଚୀନ ତନ୍ତ୍ର ପିଠ। ଏହିସବୁ କିର୍ତିରାଜି ଏବଂ ମୁର୍ତ୍ତି ସପ୍ତମ ଶତାଦ୍ଦୀର ବୋଲି ଅନୁମାନ କରାଯାଇଛି। ଏଠାରେ ମୁଖ୍ୟ ଦେବି ଭାବରେ ମାଁ ଭିମେଶ୍ଵରୀ ପୁଜା ପାଇଥାନ୍ତି। ଖିଚିଂ ର କିଚକେଶ୍ଵରୀଙ୍କ ଭଳି ଭମେଶ୍ଵରୀ ଏକ ଚାମୁଣ୍ଡା ମୁର୍ତ୍ତି।

ବର୍ତମାନ ଏହା ସ୍ଥାନରେ ଥିବା ବିଭିନ୍ନ ମୁର୍ତ୍ତି ର ଫୋଟ ଚିତ୍ର ନିମ୍ନ ରେ ଦିଆଗଲା ।।

ପ୍ରଥମ ଭାଗ
#କଇଁସାରିଗଡ_ର_ଇତିହାସ

ଉଦଳା ବ୍ଳକ ଅନ୍ତର୍ଗତ ଖଲାଡି ପଞ୍ଚାୟତ ର କଇଂସାରି ଗଡ଼ ଐତିହାସିକ କୋଣ ରୁ ବେଶ ଗୁରୁତ୍ଵପୂର୍ଣ୍ଣ। ଏହା ଦିନେ ଭୁଜଙ୍ଗ ବିରାଟ ରାଜବଂଶର ପ୍ରାଚୀନ ରାଜଧାନୀ ଥିଲା।ଏହି ଗଡ଼ ଟି ଏବେ ମାଟି ତଳେ ପୋତି ହୋଇ ରହିଛି। ଏଠାରେ ଭୁଜଙ୍ଗ ବଂଶୀୟ ରାଜାମାନେ ଶାସନ କରୁଥିଲେ।ଏହା ନିକଟରେ ବିରାଟପୁର ଗ୍ରାମ ରହିଛି। ଏହା ମହାଭାରତର ବିରାଟନଗରି ଓ ପାଣ୍ଡବ ମାନଙ୍କୁ ଉପସ୍ଥିତ ସମ୍ପର୍କରେ ସୂଚନା ପ୍ରଦାନ କରେ ।
କେବଳ ଇତିହାସ କାହିଁକି? କଇଁସାରି ଗ୍ରାମ ଟି ଭୂଗୋଳିକ ଦୃଷ୍ଟିକୋଣରୁ ମଧ୍ୟ ଅତିବ ଗୁରୁତ୍ଵପୂର୍ଣ୍ଣ ଅଟେ। ଏଠାରେ ବୁଢ଼ାବଳଙ୍ଗ ର ପ୍ରମୁଖ ୩ଟି ଉପନଦୀ ସଞ୍ଜ,ଦେଓ( ଦିଅଁ)ଓ ସୋନ ନଦୀ ମିଳିତ ହୋଇ ଏକ ତ୍ରିବେଣୀ ସଙ୍ଗମ ସୃଷ୍ଟି କରିଛି। ଏହିଭଳି ଏକ ପ୍ରାକୃତିକ ସୋଭାଭରା ନଦୀ କୂଳିଆ ଓ ଉର୍ବର ଅଞ୍ଚଳକୁ ରାଜା ନୀଜର ଗଡ଼ ପ୍ରତିଷ୍ଠା କରିବା ପାଇଁ ଚୟନ କରିବା ସ୍ବଭାବିକ।

କପ୍ତିପଦା ର ରାଜପରିବାରକୁ ମହାଭାରତର ବିରାଟ ରାଜାଙ୍କ ବଂଶଧର ବୋଲି ବିଶ୍ଵାସ କରାଯାଏ। ଏକଦା ଏହା ମତ୍ସ୍ୟ ଦେଶ ଥିଲା ଏବଂ ଏହାର ରାଜା ବିରାଟ ଥିଲେ । ମତ୍ସ୍ୟ ଦେଶରେ ପାଣ୍ଡବ ମାନେ ଅଜ୍ଞାତବାସ କରୁଥିଲେ। ଏଠାରେ ଥିବା ଶମୀବୃକ୍ଷ ରେ ପାଣ୍ଡବ ମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବାର କିମ୍ବଦନ୍ତୀ ରହିଛି ବସନ୍ତ ବିରାଟ ଗଜପତି ପୁରୁଷୋତ୍ତମ ଦେବଙ୍କର କାଞ୍ଚି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କାଞ୍ଚି ବିଜୟପରେ ବସନ୍ତ ବିରାଟ ପୁରୁଷୋତ୍ତମ ଦେବଙ୍କ ଠାରୁ (ଜୟ ଭୁଜଙ୍ଗ) ଉପାଧି ପାଇଥିଲେ। ତାଙ୍କର ପରବର୍ତ୍ତୀ ରାଜା ମାନେ ଭୂଜଙ୍ଗ ବଂଶୀ ଭାବେ ପରିଚିତ ହେଲେ ।।

ଦ୍ଵିତୀୟ ଭାଗ
କପ୍ତିପଦା ଗଡ଼ ସମ୍ପର୍କିତ ଇତିହାସ

31/03/2022
ପୁରା 365 ଦିନରେ ପୁଣି ଥରେ ମାଟିର  #ମାଁ  #କିଚକେଶ୍ଵରି ପାଖରେ ା_କିଚକେଶ୍ଵରି  ୂରଭଞ୍ଜ ାଙ୍ଗି
12/03/2022

ପୁରା 365 ଦିନରେ ପୁଣି ଥରେ ମାଟିର #ମାଁ #କିଚକେଶ୍ଵରି ପାଖରେ

ା_କିଚକେଶ୍ଵରି
ୂରଭଞ୍ଜ
ାଙ୍ଗି

18/01/2022

#ହରିପୁର_ଗଢ #ତୃତୀୟ_ରାଜଧାନୀ_ମୟୂରଭଞ୍ଜ ୂରଭଞ୍ଜ🦚🚩🚩🚩
ଏହି ଲିଙ୍କ ଟିରେ କ୍ଳିକ କରନ୍ତୁ ଏବଂ ଜାଣନ୍ତୁ ମୟୂରଭଞ୍ଜ ର ଏହି ଐତିହାସିକ ସ୍ଥାନ ବିଷୟରେ👉👇
https://youtu.be/tiDcYH1ANX8

Address

Baripada
Mayurbhanj
757001

Telephone

+917735019391

Website

Alerts

Be the first to know and let us send you an email when Incredible Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Incredible Mayurbhanj:

Shortcuts

Share