Khiching Temple

Khiching Temple Kichakeswari Temple
(2)

ଜୟ ଜଗନ୍ନାଥ. ଶୁଭ ରାତ୍ରି ⭕‼️⭕
15/04/2025

ଜୟ ଜଗନ୍ନାଥ. ଶୁଭ ରାତ୍ରି ⭕‼️⭕

ଭାବରେ ବାନ୍ଧି ତୁ ରଖିଛୁ କାଳିଆ,ଏମିତି ତୋ ଭାବ ଥାଉ, ତୋ ସ୍ନେହ ଡୋରି ରୁ  ମୁକୁଳି ବାକୁ ଆଉ ଇଛା ନାହିଁ ମୋର ତୁଣ୍ଡେ ଜଗନ୍ନାଥ ନାମ ଥାଉ.⭕‼️⭕
13/04/2025

ଭାବରେ ବାନ୍ଧି ତୁ ରଖିଛୁ କାଳିଆ,ଏମିତି ତୋ ଭାବ ଥାଉ, ତୋ ସ୍ନେହ ଡୋରି ରୁ ମୁକୁଳି ବାକୁ ଆଉ ଇଛା ନାହିଁ ମୋର ତୁଣ୍ଡେ ଜଗନ୍ନାଥ ନାମ ଥାଉ.⭕‼️⭕

ଥକା ମନ ଚାଲ ଯିବା, ଚକା ନୟନ ଦେଖିବା....ଆନନ୍ଦ ବଜାରରେ ମହା ପ୍ରସାଦ ଖାଇ, ଜୟଜଗନ୍ନାଥ ନାମ ଭଜିବା. ⭕‼️⭕
27/03/2025

ଥକା ମନ ଚାଲ ଯିବା, ଚକା ନୟନ ଦେଖିବା....

ଆନନ୍ଦ ବଜାରରେ ମହା ପ୍ରସାଦ ଖାଇ, ଜୟଜଗନ୍ନାଥ ନାମ ଭଜିବା.
⭕‼️⭕

ମଣିମା ମଣିମା ଡାକ ନୀତି ଶୁଭୁ ଥାଉ, ଶୁଭୁଥାଉ ଜୟଜଗନ୍ନାଥ, ପତିତପାବନ ବାନା ଦୁରୁ ଦେଖିକରି କହିଥାଉ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ⭕‼️⭕
26/03/2025

ମଣିମା ମଣିମା ଡାକ ନୀତି ଶୁଭୁ ଥାଉ, ଶୁଭୁଥାଉ ଜୟଜଗନ୍ନାଥ, ପତିତପାବନ ବାନା ଦୁରୁ ଦେଖିକରି କହିଥାଉ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ⭕‼️⭕

ଦରଦୀ ବନ୍ଧୁ ଜଗନ୍ନାଥ ⭕‼️⭕
26/03/2025

ଦରଦୀ ବନ୍ଧୁ ଜଗନ୍ନାଥ ⭕‼️⭕

ମୋ ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ଦୁଃଖ ହର ଦୟା କର ହେ ଦିନ ବନ୍ଧୁ ଅନାଥ ର ନାଥ, କୃପା କର କ୍ଷମା କର ହେ ଜଗନ୍ନାଥ ହେ ଜଗନ୍ନାଥ .⭕‼️⭕
26/03/2025

ମୋ ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ ଦୁଃଖ ହର ଦୟା କର ହେ ଦିନ ବନ୍ଧୁ ଅନାଥ ର ନାଥ, କୃପା କର କ୍ଷମା କର ହେ ଜଗନ୍ନାଥ ହେ ଜଗନ୍ନାଥ .
⭕‼️⭕

ତୋ ଚକା ଆଖି ରେ ଆଖି ମିଶିଗଲେ ଭୁଲିଯା ଏ ସବୁ ଦୁଖଃ, ତୋ ଦର୍ଶନ ରେ ମନ ଶାନ୍ତ ହୁଏ ମିଳିଯାଏ ସବୁ ସୁଖ ⭕‼️⭕. ଜୟ ଜଗନ୍ନାଥ
25/03/2025

ତୋ ଚକା ଆଖି ରେ ଆଖି ମିଶିଗଲେ ଭୁଲିଯା ଏ ସବୁ ଦୁଖଃ, ତୋ ଦର୍ଶନ ରେ ମନ ଶାନ୍ତ ହୁଏ ମିଳିଯାଏ ସବୁ ସୁଖ ⭕‼️⭕. ଜୟ ଜଗନ୍ନାଥ

ବନ୍ଧୁ ପରି ବନ୍ଧୁ ଟିଏ ପାଇଛି ମୁଁ ତୋତେ, ଆଉ କଣ ମାଗିବି ମୁଁ ସଦା ଥିବ ମୋ ସାଥେ ⭕‼️⭕.
23/03/2025

ବନ୍ଧୁ ପରି ବନ୍ଧୁ ଟିଏ ପାଇଛି ମୁଁ ତୋତେ, ଆଉ କଣ ମାଗିବି ମୁଁ ସଦା ଥିବ ମୋ ସାଥେ ⭕‼️⭕.

ଜୟ ଜଗନ୍ନାଥ କୁହନ୍ତୁ, ସର୍ବଦା ଖୁସି ରେ ରୁହନ୍ତୁ ⭕‼️⭕.
23/03/2025

ଜୟ ଜଗନ୍ନାଥ କୁହନ୍ତୁ, ସର୍ବଦା ଖୁସି ରେ ରୁହନ୍ତୁ ⭕‼️⭕.

ଜୟ ଜଗନ୍ନାଥ କହୁଥିବି, ତୋନାମ ତୁଣ୍ଡେ ଧରୁ ଥିବି, ତୋ ଚକା ଆଖି ଦେଖି ମୋଦିନ ଯାଉ ବିତି. ⭕‼️⭕
23/03/2025

ଜୟ ଜଗନ୍ନାଥ କହୁଥିବି, ତୋନାମ ତୁଣ୍ଡେ ଧରୁ ଥିବି, ତୋ ଚକା ଆଖି ଦେଖି ମୋଦିନ ଯାଉ ବିତି. ⭕‼️⭕

କେବେ ଶୁଣି ଵ ମୋ ଦୁଃଖ ଆହେ କଳା ଶ୍ରୀ ମୁଖ ⭕‼️⭕
22/03/2025

କେବେ ଶୁଣି ଵ ମୋ ଦୁଃଖ ଆହେ କଳା ଶ୍ରୀ ମୁଖ ⭕‼️⭕

ଏ ଥର ବୁଲି ଆସିବି ତୋ ରଥ ଯାତରା କୁ ବେଗି ଆସିବୁ ଆଉ ଡେରି ନ କରା ଇବୁ ତୋ ରଥ ଯାତରା କୁ ତୋ ବଡ ଦାଣ୍ଡ କୁ ⭕‼️⭕
22/03/2025

ଏ ଥର ବୁଲି ଆସିବି ତୋ ରଥ ଯାତରା କୁ ବେଗି ଆସିବୁ ଆଉ ଡେରି ନ କରା ଇବୁ ତୋ ରଥ ଯାତରା କୁ ତୋ ବଡ ଦାଣ୍ଡ କୁ ⭕‼️⭕

Address

Khiching
Mayurbhanj
757039

Telephone

9938955052

Website

Alerts

Be the first to know and let us send you an email when Khiching Temple posts news and promotions. Your email address will not be used for any other purpose, and you can unsubscribe at any time.

Share

Category