Baba Balukeswara Dimirisena

Baba Balukeswara Dimirisena Creator of Earth

23/02/2026

ମହାଦୀପ ଦର୍ଶନ ଓଡିଶାର ପୁରୀ ଜିଲ୍ଲା ଡିମିରିସେନା ଗ୍ରାମରୁ - ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର, ମହା ଶିବରାତ୍ରୀ ଦର୍ଶନ 2026

24/08/2025
Dola Purnima
18/03/2025

Dola Purnima

14/03/2025

second prajay.....

14/03/2025

Pratham prajay.......

12/03/2025

ଦୋଳପୂର୍ଣ୍ଣିମା । ଉତ୍ସବ ମୁଖର ବ୍ରହ୍ମଗିରିର ଡିମିରିସେଣା ଗାଁ । ଘଣ୍ଟ ମାର୍ଦଳ ଓ ଝାଞ୍ଜ ମୁର୍ଦଙ୍ଗରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ । ବିମାନରେ ବିଜେ କରି ଦ୍ବାର ଦ୍ବାର ବୁଲି ଭୋଗ ଖାଉଛନ୍ତି ବ୍ରହ୍ମଗିରିର ଆରାଧ୍ଯ ଠାକୁର ବାବା ବାଲୁଙ୍କେଶ୍ବରଙ୍କ ଚଳନ୍ତି ପ୍ରତିମା ଓ ମଦନ ମୋହନ ।
..

ବିମାନ ଆଗେ ଆଗେ ନୃତ୍ୟ ପରିବେଷଣ କରୁଛନ୍ତି ନାଗା ମେଢ ।


27/02/2025

ବାବା ବୁଢା ବାଲୁଙ୍କେଶ୍ବର । ଙ୍କ ମହାଦୀପ ଉଠିବା ର ଦର୍ଶନ । ନିତୀ କାନ୍ତି ଠାକୁର ମହାଦେବ ବୁଢା ବାଲୁଙ୍କେଶ୍ବର । ଙ୍କର ନିତୀ କାନ୍ତି ସରିଲା ପରେ ମହାଦୀପ ଉଠିବା ର ଆୟଯନ ହୋଇଥିଲା । ଓ ମହାଦୀପ ଉଠିବା ସମୟ ରାତ୍ରି ୩.୩୪ am ରେ ଉଠାଯାଇଥିଲା ଶ୍ରୀ ଗଜପତି ମହାରାଜା ଏହି ବୁଢା ବାଲୁଙ୍କେଶ୍ବର । ଙ୍କ ଶୈବ ପୀଠ ରେ ଯେମିତି ନିତୀ କାନ୍ତି ରଖୁଛନ୍ତି କାଲି ଠିକ୍ ସେହିଭଳି ପାଳନ କରାଯାଉଥିଲା ଓ ବୁଢା ବାଲୁଙ୍କେଶ୍ବର । ଙ୍କ ନିତୀ କାନ୍ତି ରେ ଟିକେ ବି ବାବା ବୁଢା ବାଲୁଙ୍କେଶ୍ବର ।

01/02/2025

Har Har mahadev

Address

Dimirisena Brahmagiri
Puri
752011

Website

Alerts

Be the first to know and let us send you an email when Baba Balukeswara Dimirisena posts news and promotions. Your email address will not be used for any other purpose, and you can unsubscribe at any time.

Share