The Utkal Shine

The Utkal Shine ଜୟ ଶ୍ରୀ ଜଗନ୍ନାଥ �

ଶ୍ରୀ ଗଦାକ୍ଷେତ୍ର ମହାବୀର ଙ୍କ ମୁଆଁ ଭୋଗ 💚
16/12/2024

ଶ୍ରୀ ଗଦାକ୍ଷେତ୍ର ମହାବୀର ଙ୍କ ମୁଆଁ ଭୋଗ 💚

*ଅଧା ଗଢ଼ା ରୂପ ତାଙ୍କ ନାହିଁ ପାଦ ହାତ।**ସିଏ ପରା ଚକ୍ରଧର ଜଗତର ନାଥ।।**ଅଦୃଶ୍ୟ ହାତରେ ଧରି ପ୍ରାଣୀ ଭାଗ୍ୟ ଡୋରି।**ଚରଣରୁ ଅମୃତର ଧାର ଯାଏ ...
16/12/2024

*ଅଧା ଗଢ଼ା ରୂପ ତାଙ୍କ ନାହିଁ ପାଦ ହାତ।*
*ସିଏ ପରା ଚକ୍ରଧର ଜଗତର ନାଥ।।*

*ଅଦୃଶ୍ୟ ହାତରେ ଧରି ପ୍ରାଣୀ ଭାଗ୍ୟ ଡୋରି।*
*ଚରଣରୁ ଅମୃତର ଧାର ଯାଏ ଝରି।।*

*ଭକତି ଡୋରିରେ ବନ୍ଧା ପ୍ରଭୁ ନରହରି।*
*ଭକ୍ତଙ୍କୁ ରଖନ୍ତି ସିଞ୍ଚି ସଦା କୃପା ବାରି।।*

ଶିରୁଳିମହାବୀର ଙ୍କ ଧନୁ ସଂକ୍ରାନ୍ତି ବିହିତ ବେଶ ଶୃଙ୍ଗାର ଦର୍ଶନ
16/12/2024

ଶିରୁଳିମହାବୀର ଙ୍କ ଧନୁ ସଂକ୍ରାନ୍ତି ବିହିତ ବେଶ ଶୃଙ୍ଗାର ଦର୍ଶନ

15/12/2024

ରାଧେ ରାଧେ

Address

Puri

Website

Alerts

Be the first to know and let us send you an email when The Utkal Shine posts news and promotions. Your email address will not be used for any other purpose, and you can unsubscribe at any time.

Share