ସତ୍ୟ ନାରାୟଣ ସାହୁ / Satya Narayana Sahoo

  • Home
  • India
  • Puri
  • ସତ୍ୟ ନାରାୟଣ ସାହୁ / Satya Narayana Sahoo

ସତ୍ୟ ନାରାୟଣ ସାହୁ / Satya Narayana Sahoo Contact information, map and directions, contact form, opening hours, services, ratings, photos, videos and announcements from ସତ୍ୟ ନାରାୟଣ ସାହୁ / Satya Narayana Sahoo, Tour guide, Puri.

ଜୟ ଜଗନ୍ନାଥ,
ନମସ୍କାର ମୁଁ ସତ୍ୟ ନାରାୟଣ ସାହୁ।
ବ୍ୟକ୍ତିଗତ ଭାବେ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ରେ ମୁଁ ଆପଣମାନଙ୍କ ର ମାର୍ଗଦର୍ଶନ କରିବା ରେ ସାହାଯ୍ୟ କରିବି।
ମାନବ ସେବା ହିଁ ମାଧବ ସେବା।
I am Satya and I personally guide you at the Jagannath temple.Serving humanity is serving God.

ଜୟ ଜଗନ୍ନାଥ।ন গ্ৰহৰ স্থান ভগৱান জগন্নাথৰ বাসস্থানত।  Original Post Link - https://www.facebook.com/share/p/1T3rSb48UR/জগন...
21/12/2025

ଜୟ ଜଗନ୍ନାଥ।
ন গ্ৰহৰ স্থান ভগৱান জগন্নাথৰ বাসস্থানত।


Original Post Link - https://www.facebook.com/share/p/1T3rSb48UR/

জগন্নাথ হৈছে জগতনাথ, বিশ্বনাথ, আৰ্যৱৰ্তনাথ, ভাৰতনাথ, উত্তলনাথ।

অদিয়া জাতিৰ ইতিহাস, শিক্ষা, সংস্কৃতি, জীৱনশৈলী, আধ্যাত্মিক চেতনাৰ পথ প্ৰদৰ্শক ভগৱান জগন্নাথ।

সকলো ওদিয়া উৎসৱ, শুভ অনুষ্ঠান, জন্মদিনৰ উদযাপন, বিয়া, উপবাস, ঘৰৰ প্ৰৱেশদ্বাৰ আদিত ভগৱান জগন্নাথক স্মৰণ আৰু আমন্ত্ৰণ কৰা হয়।অদিয়া সন্তানৰ জন্মৰ প্ৰমাণ পত্ৰত প্ৰথমে ভগৱান জগন্নাথৰ নাম উল্লেখ কৰা হয় আৰু বিয়ালৈ প্ৰথম নিমন্ত্ৰণ পত্ৰ ভগৱান জগন্নাথলৈ যায়। জীৱনৰ শেষ মুহূৰ্ততো ওদিয়া মানুহে ভগৱান জগন্নাথৰ নাম স্মৰণ কৰি পবিত্ৰ স্থানত স্বৰ্গ প্ৰৱেশৰ বাবে প্ৰাৰ্থনা কৰে। ওড়িয়া সাহিত্য, সংগীত, নৃত্য, গীত, নাটক, পুৰাণ আদি সকলোবোৰ ভগৱান জগন্নাথৰ জৰিয়তে ৰচনা কৰা হৈছে।

ভগৱান জগন্নাথ আৰু ভগৱান জগন্নাথৰ বাসস্থানত ভগৱান জগন্নাথৰ বৰ্ণনাক ‘গ্ৰহ ৰূপী জনাৰ্দন’ বুলি কোৱা হয়।

ভগৱান জগন্নাথৰ শৰীৰত নটা গ্ৰহৰ স্থানঃ
সূৰ্য্য আৰু চন্দ্ৰ ভগৱান জগন্নাথৰ চকু দুটা
বুধ ভগৱান জগন্নাথৰ তলৰ অংশ
শান্তি ক'লা (ক'লা) ৷
বৃহস্পতি এবিধ সোণালী নাহৰফুটুকী
শুক্ৰ হৈছে চতুৰ্ভুজ আকৃতিৰ মুখ
ৰাহু লাইন ৰাহু
জ্যোতিষৰ মতে এই নটা গ্ৰহ (সূৰ্য্য, চন্দ্ৰ, মংগল, বুধ, বৃহস্পতি, শুক্ৰ, শনি, ৰাহু, কেতু) গ্ৰহই মানুহৰ জীৱনত প্ৰভাৱ পেলায়। ন গ্ৰহৰ সামূহিক পূজা মন্দিৰত কৰা হয়।

সপ্তাহৰ সাত দিন সাত গ্ৰহৰ পূজা আৰু পূজাৰ বাবে উচৰ্গা কৰা হয়। কাৰোবাৰ ৰাশিফলত যদি গ্ৰহৰ প্ৰভাৱ বেয়া হয়, তেন্তে ভগৱান জগন্নাথৰ চিন্তা, স্মৃতি আৰু দৰ্শনে গ্ৰহৰ প্ৰভাৱত কোনো প্ৰভাৱ পেলোৱা নাই বা বেয়া প্ৰভাৱ বিনষ্ট হয়।

ভগৱান জগন্নাথক "গ্ৰহৰূপী জনৰ্দন" বুলি কোৱা হয় কাৰণ নটা গ্ৰহ তেওঁৰ শৰীৰত বাস কৰে।

21/12/2025

ଜୟ ଜଗନ୍ନାଥ
ନବଗ୍ରହଙ୍କ ସ୍ଥାନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ
The place of the nine planets is the abode of the Lord Jagannatha.

ଜଗନ୍ନାଥ ହେଉଛନ୍ତି ଜଗତନାଥ, ବିଶ୍ୱନାଥ, ଆର୍ଯ୍ୟାବର୍ତ୍ତନାଥ, ଭାରତନାଥ, ଉତ୍କଳନାଥ।
ଓଡ଼ିଆ ଜାତିର ଇତିହାସ, ଶିକ୍ଷା, ସଂସ୍କାର, ସଂସ୍କୃତି, ଜୀବନଶୈଳୀ, ଆଧ୍ୟାତ୍ମିକ ଚିନ୍ତାଚେତନାରେ ମହାପ୍ରଭୁ ଜଗନ୍ନାଥ ପଥ ପ୍ରଦର୍ଶକ।

ଓଡ଼ିଆଙ୍କ ସମସ୍ତ ପର୍ବପର୍ବାଣୀ, ମାଙ୍ଗଳିକ କାର୍ଯ୍ୟ, ଜନ୍ମୋତ୍ସବ, ବିବାହ, ବ୍ରତ, ଗୃହ ପ୍ରବେଶ ଇତ୍ୟାଦିରେ ଜଗନ୍ନାଥଙ୍କୁ ସ୍ମରଣ ଓ ଆବାହନ କରାଯାଏ । ଓଡ଼ିଆ ଶିଶୁର ଜନ୍ମପତ୍ରିକାରେ ପ୍ରଥମେ ଜଗନ୍ନାଥଙ୍କ ନାମ ଉଲ୍ଲେଖ କରାଯାଏ ଏବଂ ବିବାହରେ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଯାଏ । ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଓଡ଼ିଆ ଜଗନ୍ନାଥଙ୍କ ନାମ ସ୍ମରଣ କରି ଶ୍ରୀକ୍ଷେତ୍ରରେ ସ୍ୱର୍ଗଦ୍ୱାର ପ୍ରାପ୍ତି କାମନା କରେ । ଓଡ଼ିଆ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଗୀତ, ନାଟକ, ପୁରାଣ ସବୁ ଜଗନ୍ନାଥଙ୍କୁ ମାଧ୍ୟମ କରି ରଚନା କରାଯାଇଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ନବଗ୍ରହଙ୍କ ବର୍ଣ୍ଣନା ଏବଂ ମହାପ୍ରଭୁଙ୍କୁ 'ଗ୍ରହ ରୂପୀ ଜନାର୍ଦ୍ଦନ' କୁହାଯାଏ।

ନବଗ୍ରହଙ୍କ ସ୍ଥାନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ:
ସୂର୍ଯ୍ୟ ଓ ଚନ୍ଦ୍ର ହେଉଛନ୍ତି ମହାପ୍ରଭୁଙ୍କ ଦୁଇ ନେତ୍ର
ବୁଧ ହେଉଛନ୍ତି ମହାପ୍ରଭୁଙ୍କ ଅଧର
ଶନି କୃଷ୍ଣ ରଙ୍ଗ (କଳା)
ବୃହସ୍ପତି ସୁନା ଚିତା
ଶୁକ୍ର ଚତୁଷ୍କୋଣାକୃତି ମୁଖାକୃତି
ରାହୁ ରେଖା ରାହୁ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନବଗ୍ରହ (ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ) ମାନବ ଜୀବନକୁ ପ୍ରଭାବିତ କରନ୍ତି। ମନ୍ଦିରରେ ନବଗ୍ରହଙ୍କ ସାମୂହିକ ପୂଜା କରାଯାଏ ।

ସପ୍ତାହର ସାତ ଦିନ ସାତ ଗ୍ରହଙ୍କ ପୂଜା ଓ ଉପାସନା ପାଇଁ ଉତ୍ସର୍ଗୀକୃତ ଯଦି କାହା କୁଣ୍ଡଳୀରେ ଗ୍ରହମାନଙ୍କ ପ୍ରଭାବ ଖରାପ ଥାଏ, ଜଗନ୍ନାଥ ମହାପ୍ରଭୁଙ୍କ ଚିନ୍ତନ, ସ୍ମରଣ ଓ ଦର୍ଶନ ଦ୍ୱାରା ନବଗ୍ରହଙ୍କ ପ୍ରଭାବ ପଡ଼େ ନାହିଁ ବା ଖରାପ ପ୍ରଭାବ ନଷ୍ଟ ହୋଇଯାଏ ।

ମହାପ୍ରଭୁଙ୍କୁ "ଗ୍ରହ ରୂପୀ ଜନାର୍ଦ୍ଦନ" କୁହାଯାଏ କାରଣ ତାଙ୍କ ଶ୍ରୀଅଙ୍ଗରେ ନବଗ୍ରହ ବିରାଜମାନ କରିଛନ୍ତି ।

ଶ୍ରୀମନ୍ଦିରରେ ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା) ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ।ତା୦୨...
02/11/2025

ଶ୍ରୀମନ୍ଦିରରେ ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା) ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ।

ତା୦୨.୧୧.୨୦୨୫ରିଖ (ରବିବାର) ବଡ଼ ଏକାଦଶୀରେ - ମହାପ୍ରଭୁ ଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ
ତା୦୩.୧୧.୨୦୨୫ରିଖ (ସୋମବାର) ତ୍ରୟୋଦଶୀରେ - ମହାପ୍ରଭୁ ଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ
ତା୦୪.୧୧.୨୦୨୫ରିଖ (ମଙ୍ଗଳବାର) ଚତୁର୍ଦ୍ଦଶୀରେ - ମହାପ୍ରଭୁ ଙ୍କ ଲକ୍ଷ୍ମୀ ନୃସିଂହ ବେଶ
ତା୦୫.୧୧.୨୦୨୫ରିଖ (ବୁଧବାର) କାର୍ତ୍ତିକ ପୂର୍ଣ୍ଣିମାରେ - ମହାପ୍ରଭୁ ଙ୍କ ରାଜରାଜେଶ୍ୱର ବା ସୁନା ବେଶ

ଚଳିତବର୍ଷ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ପଡୁଥିବାରୁ ମହାପ୍ରଭୁ ଙ୍କ ବାଙ୍କଚୂଡ଼ ବା ବାମନ ବେଶ ଅନୁଷ୍ଠିତ ହେବ ନାହିଁ। ତେଣୁ ଏବର୍ଷ ପଞ୍ଚୁକ ପାଞ୍ଚ ଦିନ ବଦଳ ରେ ଚାରି ଦିନ ପାଳନ କରାଯିବ।

Don't go Crazy bcz I am Busy. 😎
11/09/2025

Don't go Crazy bcz I am Busy. 😎

Translated in     by Perplexity AI  after   ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ କୋଳି ବିକା ନୀତି, ଶ୍ରୀଜୀଉମାନଙ୍କର ବନଭ...
18/08/2025

Translated in by Perplexity AI after

ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ କୋଳି ବିକା ନୀତି, ଶ୍ରୀଜୀଉମାନଙ୍କର ବନଭୋଜି ବେଶ, ବକାସୁର ବଧ ପ୍ରସ୍ତାବ ଓ ଅର୍ଘାସୁର ବଧ ପ୍ରସ୍ତାବ।

ଆଜି ମଧ୍ୟାହ୍ନ ଧୂପ ବେଶରେ ଦୁଇଖଣ୍ଡ ଆଜ୍ଞାମାଳ (ବଡ଼ ବାଡ଼ରେ ଏକ ଖଣ୍ଡ ଓ ମହାପ୍ରଭୁଙ୍କ ବାଡ଼ରେ ଏକ ଖଣ୍ଡ) ଲାଗି ହୁଏ। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲା ଉତ୍ତାରେ ବଡ଼ ବାଡ଼ରୁ ଏକ ଖଣ୍ଡ ଓ ଜଗନ୍ନାଥଙ୍କ ବାଡ଼ରୁ ଏକ ଖଣ୍ଡ ଆଜ୍ଞାମାଳ ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ ଙ୍କୁ ଦିଆଯାଏ। ଏହାପରେ ରାମକୃଷ୍ଣ ବଟଦ୍ୱାରଠାରେ ଥିବା ପାଲିଙ୍କିରେ ବିଜେ କରନ୍ତି। ଘଣ୍ଟ, ଛତା ଓ କାହାଳୀ ସହ ପାଲିଙ୍କିରେ ଦିଅଁଙ୍କୁ ନେଇ ମନ୍ଦିର ବାହାରେ ବଡ଼ଛତାମଠ ନିକଟରେ ବିଜେ କରାଯାଏ। ଏଠାରେ କୋଳି ବିକା ନୀତି ହୁଏ। ଏହି ଠାରେ ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥାଏ।

"ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ "

ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ସମର୍ପଣ କରି ଥାନ୍ତି I ଏହାପରେ ଶୀତଳଭୋଗ ଓ ବନ୍ଦାପନା ହୋଇଥାଏ। ଏହି ନୀତି ପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି ।

କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକ ତିନି ବାଡ଼ରେ ସନ୍ଧ୍ୟା ଧୂପରେ ବନଭୋଜି ବେଶରେ ଶ୍ରୀଜୀଉମାନଙ୍କୁ ଭୂଷିତ କରିଥାନ୍ତି। ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ। ଏହି ବେଶ ରେ ଶ୍ରୀଜୀଉମାନେ ବନଭୋଜି ଉଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ପ୍ରକଟିତ ହୋଇଥାଏ। ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକ ଉପରେ ସୋଲ, ବେତ ଓ କନାରେ ନିର୍ମିତ ଚୂଳରେ ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ। ଦୁଇ ଜଣଙ୍କ ହସ୍ତରେ ଶିକାରେ ରୂପା ପିଙ୍ଗଣ ମଧ୍ୟରେ ସର ରଖାଯାଇଥାଏ ଓ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି। ଏହି ବେଶ ରେ ଶ୍ରୀଜୀଉମାନେ ଏକ ସ୍ୱତନ୍ତ୍ର ଧରଣର ଦୁଇଟି ପେଡା ମାଳ ଧାରଣ କରିଥାନ୍ତି। ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ କାଷ୍ଠ ନିର୍ମିତ ଗାଈ ବାଛୁରୀ ଦଣ୍ଡାୟମାନ ରହିଥାନ୍ତି।

ବନଭୋଜି ବେଶ ବଢି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ରାମ ଓ କୃଷ୍ଣ ବିଗ୍ରହ ଜଗମୋହନ ସ୍ଥିତ ଦୋଳିରେ ବିଜେ ହେବା ପରେ ବାଲି ସାହି ପକ୍ଷରୁ ବକାସୁର ବଧ ପ୍ରସ୍ତାବ କରନ୍ତି। ବକାସୁର ବଧ ଲୀଳା ଦେଉଳରେ ଅନୁଷ୍ଠିତ ହୋଇଥାଏ।

ଏହାପରେ ହରଚଣ୍ଡୀ ସାହି ପକ୍ଷରୁ ଅର୍ଘାସୁର ବଧ ପ୍ରସ୍ତାବ କରନ୍ତି। ଅର୍ଘାସୁର ବଧ ନୀତି ମଧ୍ୟ ଦେଉଳ ଭିତରେ ସମ୍ପନ୍ନ ହୋଇଥାଏ।

ଏହାପରେ ରାମ କୃଷ୍ଣ ଙ୍କ ଉଦ୍ଦେଶ୍ୟ ରେ ଶୀତଳ ଭୋଗ ଓ ବନ୍ଦାପନା ହୋଇଥାଏ। ବନ୍ଦାପନା ପରେ ଚଳନ୍ତି ପ୍ରତିମା ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି।

ଜୟ ଜଗନ୍ନାଥ ମହାପ୍ରଭୁ🙏🏻🙏🏻
ଜୟ ବଳଭଦ୍ର ମହାପ୍ରଭୁ 🙏🙏
ଜୟ ରାମ କୃଷ୍ଣ 🙏🙏

ଲେଖା- ଅନୁପମ ମିଶ୍ର





***

**आज भाद्रव कृष्णा दशमी तिथि** पर श्रीमंदिर (जगन्नाथ मंदिर) में *कोलिबिका नीति*, श्रीजगन्नाथजी का *वनभोजी वेश*, *बकासुर वध प्रस्ताव* तथा *अर्घासुर वध प्रस्ताव* संपन्न होता है।

**आज दोपहर धूप वेश** में *दो खंड आज्ञामाल* (एक बड़ा बाहरी बाड़े में और एक महाप्रभु यानी भगवान जगन्नाथ के बाड़े में) चढ़ाई जाती है। जब दोपहर की धूप समाप्त हो जाती है और *भित्तर (भीतर) पानी पडलाअनुष्ठान* के बाद, तब *बड़े बाड़े* से एक खंड और *जगन्नाथजी के बाड़े* से एक खंड आज्ञामाल चलंत प्रतिमा *राम एवं कृष्ण* को अर्पित की जाती है। इसके बाद *रामकृष्ण* बटद्वार स्थान पर पालकी में विराजमान होते हैं।

घंटा, छाता (छत्र) और काहली (वाद्य) के साथ दीयों को पालकी में रखकर मंदिर से बाहर *बड़ाछता मठ* के समीप ले जाकर संस्कार होता है। वहीं पर *कोलिबिका नीति* संपन्न की जाती है।

इस अनुष्ठान में एक व्यक्ति *शबरूणी वेश* (जनजातीय पोशाक) धारण कर, *गुआ कोली (सुपारी व केले)* एवं *नारियल के पत्तों* को मिलाकर बाँस की छलनी पर लाकर अर्पित करता है और पुकारता है—

👉 “पानी का फल, सिंगाड़े पर कोली खाओ हे पुत्र!”

इसके पश्चात *भीतरछा महापात्र सेवक* उस *शबरूणी से कोली लेकर* उसे चाँदी की तश्तरी (पींगण) में रख कर समर्पित करता है। इसके बाद *शीतल भोग* एवं *बंदापना रस्म* सम्पन्न होती है। इस नीति के बाद ठाकुर महाप्रभु की *बाहुड़ा विजे* होती है और वे *जगमोहन* परिसर में खट (सिंहासन) पर अधिष्ठित होते हैं।

**कोलिबिका नीति समाप्त होने के बाद**, *पुष्पालक सेवक* तीनों बाड़ों में सायं-धूप समय पर *वनभोजी वेश* में श्रीजगन्नाथजी एवं बलभद्रजी को अलंकृत करते हैं। इस वेश में विभिन्न स्वर्ण आभूषण सजाए जाते हैं, जिससे यह प्रतीत होता है कि प्रभु *वनभोज के उद्देश्य से प्रस्थान कर रहे हों*।

*बड़ो ठाकुर बलभद्रजी* एवं *महाप्रभु श्रीजगन्नाथजी* के मस्तक पर शोल, बेल और कनारे से निर्मित केश-आभूषण पर *स्वर्ण किया़ (सोने के पत्ते)* लगाए जाते हैं। दोनों प्रभुओं के एक हाथ में चाँदी के पात्र में *सर (अनाज/फल)* रखा रहता है और दूसरे हाथ में एक *बाँस की छड़ी* होती है।

इस वेश में श्रीविग्रह दो विशेष प्रकार की *पैड़ा मालाएँ* धारण करते हैं। रत्नसिंहासन पर उनके समीप लकड़ी से निर्मित दो *गाय और बछिया* भी खड़ी रहती हैं, जिसका दृश्य अत्यंत अद्भुत होता है।

सायंकाल धूप नीति के बाद *राम एवं कृष्ण विग्रह* को जगमोहन में स्थित *डोली (झूला)* में बिठाकर *बालिसाही पक्ष* द्वारा *बकासुर वध प्रस्ताव* प्रस्तुत किया जाता है और मंदिर परिसर में ही *बकासुर वध लीला* का आयोजन होता है।

इसके बाद *हरचण्डी साही पक्ष* द्वारा *अर्घासुर वध प्रस्ताव* किया जाता है। यह अनुष्ठान भी दैउल (मंदिर) के भीतर सम्पन्न होता है।

इसके बाद रामकृष्णजी के लिए पुनः शीतल भोग एवं बन्दापना सम्पन्न होते हैं। *बंदापना के उपरांत* चलंत प्रतिमाएँ *दक्षिणी घर* (विशेष कक्ष) में विराजमान की जाती हैं।

**जय जगन्नाथ महाप्रभु 🙏🏻🙏🏻**
**जय बलभद्र महाप्रभु 🙏🙏**
**जय रामकृष्ण 🙏🙏**

✍🏻 लेखन – *अनुपम मिश्रा*




On the day of Bhadraba Krishna Dashami**, in the Jagannath Temple, the rituals of *Kolibika Niti*, the *Vanabhoji attire* of the deities, and the proposals of *Bakāsura Vadh* (slaying of demon Bakasura) and *Arghāsura Vadh* (slaying of demon Arghasura) are observed.

**At noon during the Dhupa Besa (Midday attire)**, *two pieces of Ajnamala* (garlands of divine consent) are offered — one in the *Bada Bada (outer enclosure)* and another in *Mahaprabhu Jagannath’s enclosure*. After the *Madhyahna Dhupa ritual* is completed and the *Bhitarapani ritual* is performed, one Ajnamala from the *Bada Bada* and one from Jagannath’s enclosure are offered to the moving deities of *Sri Ram and Sri Krishna*. Afterwards, Ram and Krishna ride the *palanquin at Batadwara*.

With *bells, umbrellas and kahali (musical instruments)*, the deities are carried in the palanquin outside the temple near *Badachhata Math*. Here, the *Kolibika ritual* is performed.

During this ritual, a person dressed in *Shabaruni attire* (a tribal disguise) brings a basket made of bamboo holding *areca nuts (gua koli)*, bananas, and coconut leaves and calls out:

👉 “Come, O child, eat the koli fruit along with singhara, the fruit of water.”

Then the *Bhitarachha Mahapatra sevak* takes the koli fruit from the Shabaruni, places it on a *silver plate*, and offers it ceremonially. After this, *Sh*tala Bhoga (cool offerings of food)* and *Bandapana* rituals are performed. The deities then return from *Bahuda Vijaya* and are placed upon the *throne (Khat)* in the Jagamohan hall.

**After the Kolibika ritual ends**, the *Pushpalaka sevakas* adorn the deities with the *Vanabhoji attire* during the *Sandhya Dhupa* ritual inside the three enclosures. In this attire, various golden ornaments are added. The vanabhoji dress symbolizes the deities going for a *forest picnic (vanabhojana)*.

*Bada Thakur Balabhadra* and *Sri Jagannath Mahaprabhu* have beautiful head ornaments made of *shol, cane, and leaves*, decorated with golden flowers. In one hand, the deities hold a *silver plate with cereals/fruits*, and in the other hand, a *staff (stick)*.

In this attire, they also wear two distinctive *pedamalas* (garlands of sweets). On the *Ratna Simhasana* (bejewelled throne), two *wooden cows with calves* are placed, giving the impression of a natural pastoral scene.

Afterwards, when the *Sandhya Dhupa ritual* concludes, the idols of *Ram and Krishna* are placed in a swing inside the *Jagamohan*. Then, from *Bali Sahi*, the *Bakasura Vadh* proposal is presented, and the episode of Bakasura’s slaying is enacted inside the temple.

Following that, from *Harachandi Sahi*, the *Arghasura Vadh* proposal is offered, and this ritual is also performed inside the temple premises.

After this, in honor of Ram and Krishna, again *Sh*tala Bhoga* and *Bandapana* take place. Post completion of *Bandapana*, the moving idols are carried to the *Dakshini Ghara* (southern chamber) for installation.

***

**Glory to Lord Jagannath 🙏🏻🙏🏻**
**Glory to Lord Balabhadra 🙏🙏**
**Glory to Sri Ram and Sri Krishna 🙏🙏**

✍🏻 Written by – *Anupam Mishra*

Address

Puri
752001

Website

Alerts

Be the first to know and let us send you an email when ସତ୍ୟ ନାରାୟଣ ସାହୁ / Satya Narayana Sahoo posts news and promotions. Your email address will not be used for any other purpose, and you can unsubscribe at any time.

Share

Category