JMS Travels

JMS Travels JMS Travels- One stop travel solution.

ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ଏହି ନୂଆବର୍ଷରେ ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ...
01/01/2026

ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା।

ଏହି ନୂଆବର୍ଷରେ ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ତଥା ମଙ୍ଗଳମୟ ହେଉ । ଦୁନିଆର ସବୁ ଖୁସି ଆପଣଙ୍କର ପାଦତଳେ ଅଜାଡ଼ି ହେଇ ପଢ଼ୁ ।

ପ୍ରଭୁ ଜଗନ୍ନାଥ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ ।
⭕‼️⭕
#

ମହାନ ସନ୍ଥ, ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ  ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କ ଚରଣରେ ଶତ ଶତ ପ୍ରଣାମ।  ​ଗୁରୁଙ୍କ...
05/11/2025

ମହାନ ସନ୍ଥ, ଶିଖ୍ ସମ୍ପ୍ରଦାୟର ପ୍ରଥମ ଗୁରୁ ଶ୍ରୀ ଗୁରୁ ନାନକ ଦେବ ଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କ ଚରଣରେ ଶତ ଶତ ପ୍ରଣାମ।
​ଗୁରୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ହୃଦୟରେ ପ୍ରେମ ଓ ସେବାର ଦିବ୍ୟ ଜ୍ୟୋତି ପ୍ରଜ୍ୱଳିତ ହେଉ।

Warm greetings on Guru Nanak Jayanti!

May the divine teachings of Guru Nanak Dev Ji inspire us to walk the path of truth, equality, and compassion.


"ଆ କା ମା ଵୈ...ପାନ ଗୁଆ ଥୋଇ... ପାନଗୁଆ ତୋର ମାସକ ଧରମ ମୋର"। ପବିତ୍ର  #କାର୍ତ୍ତିକପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ...
05/11/2025

"ଆ କା ମା ଵୈ...ପାନ ଗୁଆ ଥୋଇ... ପାନଗୁଆ ତୋର ମାସକ ଧରମ ମୋର"।
ପବିତ୍ର #କାର୍ତ୍ତିକପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଶୁଭକାମନା

ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟ ଓ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନୌବାଣିଜ୍ୟ ଆମ ପରମ୍ପରା, ସଂସ୍କୃତି ଓ ଗରିମାମୟ ଅତୀତର ପରିଚୟ । ଏହି ପର୍ବ ସମସ୍ତଙ୍କ ମନରେ ନୂଆ ଆଶା ଓ ଉତ୍ସାହ ଭରିଦେଉ ଏହା ହିଁ ମୋର କାମନା ।




ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ।
20/10/2025

ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ସମୃଦ୍ଧି ଭରିଦେଉ।

ନୂଆଁଖାଇ ଜୁହାର୍ 🙏କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭକାମନା । ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମ...
28/08/2025

ନୂଆଁଖାଇ ଜୁହାର୍ 🙏

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭକାମନା । ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଗଣେଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ...
27/08/2025

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଗଣେଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

 #ଅକ୍ଷୟ_ତୃତୀୟାସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଆଜିର ପର୍ବଟି। ଅଖି ମୁଠି ଅନୁକୂଳ ପୂର୍ବକ ଚାଷୀମାନେ ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କର...
30/04/2025

#ଅକ୍ଷୟ_ତୃତୀୟା
ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଆଜିର ପର୍ବଟି। ଅଖି ମୁଠି ଅନୁକୂଳ ପୂର୍ବକ ଚାଷୀମାନେ ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଥାନ୍ତି। ରଥଯାତ୍ରା ପାଇଁ ଆଜି ରଥ କାର୍ଯ୍ୟ ତଥା ରଥ କାଠର ଶୁଭ ଅନୁକୂଳ ହୋଇଥାଏ...

"Akshaya' means one that never diminishes. May this day bring you good luck and success which never diminishes."

"May this Akshaya Tritiya celebration endows you with opulence and prosperity. #ଓଡ଼ିଶା

ପବିତ୍ର ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।   Day, also  , is celebrated on 1 April in the Indian...
01/04/2025

ପବିତ୍ର ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
Day, also , is celebrated on 1 April in the Indian state of Odisha in memory of the formation of the state as a separate state out of Bihar and Orissa Province with addition of undivided Koraput District and Ganjam District from the Madras Presidency on 1 April 1936. After losing its political identity completely in 1568 following the defeat and demise of the last king Mukunda Dev, efforts resulted in the formation of a politically separate state under British rule on a linguistic basis on 1 April 1936.

State history
The main revolution in this separate state continued for three decades from the very day of formation of Utkal Sammilani that led to the foundation of a separate Odisha Province. The movement turned more intense under the leadership of Utkala Gouraba Madhusudan Das, Utkala mani Gopabandhu Das, Maharaja SriRam Chandra Bhanj Deo, Braja Sundar Das, Maharaja Krushna Chandra Gajapati, Pandit Nilkantha Das, Fakir Mohan Senapati, Dewan Athar Mohammad, Gangadhar Meher, Basudeba Sudhaladeba, Radhanath Ray, Sayeed Mohammed, Bhubanananda Das, A. P. Patro and many others with the support of the public.
The newly formed Odisha consisted of six districts namely Cuttack, Puri, Baleswar, Sambalpur, Koraput and Ganjam with its capital at Cuttack. John Austin Hubback took the oath of office and became the first Governor of Odisha Province.

As of 1 April 2019, Odisha has 30 districts.
#ବନ୍ଦେଉତ୍କଳଜନନୀ
#ଓଡ଼ିଶାଦିବସ #ଓଡ଼ିଶା

ଆନନ୍ଦରେ ଖାଆନ୍ତୁ ପଖାଳ ଓ ପାଳନ୍ତୁ ପଖାଳ ଦିବସ । ଆସନ୍ତୁ ଆମ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳକୁ ସମ୍ମାନ ଦେବା, ଯାହା ଆମ ପରମ୍ପରାର ପ୍ରତୀକ ଏବଂ...
20/03/2025

ଆନନ୍ଦରେ ଖାଆନ୍ତୁ ପଖାଳ ଓ ପାଳନ୍ତୁ ପଖାଳ ଦିବସ । ଆସନ୍ତୁ ଆମ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳକୁ ସମ୍ମାନ ଦେବା, ଯାହା ଆମ ପରମ୍ପରାର ପ୍ରତୀକ ଏବଂ ଆମର ସମୃଦ୍ଧ ଐତିହ୍ୟର ପରିଚାୟକ ।🍲



Address

2nd Floor, Manorama Complex , Madhu Sudan Marg, Rly. Station Road
Rourkela
769001

Alerts

Be the first to know and let us send you an email when JMS Travels posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JMS Travels:

Share